ସହେି ସମୟରେ ଇଶ୍ରାୟେଲର ନଗରବାସୀ ପ୍ରାନ୍ତରକୁ ଆସି ଢ଼ାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନଇେ ନିଆଁ ଲଗାଇ ଜାଳି ଦବେେ। ସମାନେେ ସାତବର୍ଷ ପର୍ୟ୍ଯନ୍ତ ସେ ସବୁକୁ ନଇେ ଜାଳଣେି କରିବେ।
Cross references
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।
ସଦାପ୍ରଭୁ ଏ ପୃଥିବୀର ୟେକୌଣସି ସ୍ଥାନରେ ଚାହିଁଲେ ୟୁଦ୍ଧ ବନ୍ଦ କରିପାରିବେ। ୟଦି ସେ ଚା ହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରିପାରିବେ, ସେ ଢ଼ାଲକୁ ପୋଡ଼ି ଦଇପୋରିବେ।
ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପୁଣି ସମାନେେ ବାହା ରେ ୟାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସମାନଙ୍କେର କୀଟ ମରିବ ନାହିଁ କିମ୍ବା ସମାନଙ୍କେର ଅଗ୍ନି ନିର୍ବାପିତ ହବେ ନାହିଁ। ଆଉ ମଧ୍ଯ ସମାନେେ ସମସ୍ତେ ମର୍ତ୍ତ୍ଯର ଘୃଣାର ପାତ୍ର ହବେେ।
ଆଉ ସମାନେେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସମାନେେ ସହେି ଅସ୍ତ୍ରଶସ୍ତ୍ରକୁ ଜାଳଣେି ରୂପେ ବ୍ଯବହାର କରିବେ। ଆଉ ସମାନେେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସମାନଙ୍କେର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ। ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
ଆମ୍ଭେ ଇଫ୍ରଯିମଠାରୁ ରଥକୁ କାଢି ନବୋ, ୟିରୁଶାଲମଠାରୁ ଅଶ୍ବ ୟୁଦ୍ଧ ରେ ବ୍ଯବହୃତ ଧନୁ କାଢି ନିଆୟିବ। ସହେି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ଯ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ୟ୍ଯନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୁତ ହବେ।
ତୁମ୍ଭମାନେେ ଏହିସବୁ ଦେଖିବ ଓ କହିବ, ସଦାପ୍ରଭୁ ଇଶ୍ରାୟେଲର ବାହା ରେ ମଧ୍ଯ ମହିମାନ୍ବିତ ହୁଅନ୍ତୁ।