ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହବୋ।
Cross references
ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।
ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'
ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।
ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
ଶଷେରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ଯଧିକ ମଦିରା ହତେୁ ହର୍ଷନାଦକାରୀ ବୀର ପରି ଉଠିଲେ।
ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସହେି ୟଥାର୍ଥ ସମୟ ଆସିଅଛି। ଯେତବେେଳେ ତୁମ୍ଭେ ସିୟୋନକୁ ଦୟା କରିବ।
ସଦାପ୍ରଭୁ ପୃଥିବୀ ରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ଚର୍ୟ୍ଯ ପୂର୍ବକ ମହିମାକୁ ଭୟଭୀତ ହାଇେ ଗୁମ୍ଫା ରେ ସମାନଙ୍କେୁ ଲୁଚାଇ ରଖିବେ।
ଅଶୂର ଭାବେ ସେ ମହାନ୍। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା ବିରୁଦ୍ଧ ରେ ଏକ ଭୟଙ୍କର ବ୍ଯାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ଯ ହରାଇବ। ତା'ପ ରେ ଅଶୂରର ସମସ୍ତ ଗୌରବ ଧ୍ବଂସ ପାଇବ। ଏହା ଅଶୂରର ସମସ୍ତ ଧ୍ବଂସ କରିବା ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ସଦୃଶ ହବେ।
ଦେଖ ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମ ରେ ଏହା କରିବେ। ମହାନ୍ ଓ ପ୍ରଧାନ ବ୍ଯକ୍ତିମାନଙ୍କୁ ଛଦନେ କରାୟିବ। ସହେି ଉନ୍ନତମାନେ ନତ ହବେେ।
ଜଣେ ବ୍ଯକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାଯନ କରିବେ। ପାଞ୍ଚଜଣଙ୍କ ଧମକରେ ତୁମ୍ଭମାନେେ ସମସ୍ତେ ପଳାଯନ କରିବ। କବଳେ ତୁମ୍ଭମାନେେ ପର୍ବତର ଶୃଙ୍ଗ ରେ ଏକ ଚିହ୍ନ ସ୍ବରୂପ ଓ ଉପପର୍ବତ ରେ ପତାକାର ଦଣ୍ଡସ୍ବରୂପ ହାଇେ ଅବଶିଷ୍ଟ ରହିବ।
ସଦାପ୍ରଭୁ ମହାନ୍ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତଜେିତ କରିବେ ଓ ସେ ଘାରେ ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳ ରେ ପ୍ରବଳ ରୂପ ରେ କାର୍ୟ୍ଯ କରିବେ।
ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ଯସ୍ଥ କହେି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
ହେ ସିଯୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିଯା ପର୍ବତ ଉପ ରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହବେ। ତୁମ୍ଭମାନେେ ମହାନ୍ ଦେଶର ପ୍ରଧାନ ଗଣ। ଇଶ୍ରାୟେଲର ଗୃହ ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।