ପୁଣି ମୁଁ ପାଥ୍ରୋଷକୁ ଧ୍ବଂସ କରିବି ଓ ସିଯୋନ ରେ ଅଗ୍ନି ଲଗାଇବି। ଆଉ ମାେ ନଗର ରେ ଦଣ୍ଡାଜ୍ଞା ସଫଳ କରିବି।
Cross references
ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।
ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।
ସମାନେେ ମିଶରର ଆଶ୍ଚର୍ୟ୍ଯ କର୍ମ ଏବଂ ସିୟୋନ୍ କ୍ଷେତ୍ରରେ ଆଶ୍ଚର୍ୟ୍ଯ କର୍ମମାନ ଭୁଲିଗଲେ।
ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।
ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋଯନ ରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନଷେକୁ ଆସିଛନ୍ତି।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ନୋ ଦେଶୀଯ ଅମାନେକୁ, ଫାରୋ, ମିଶର, ତାହାର ଦବଗେଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦବୋ।
ଏବଂ ମୁଁ ମିଶରୀଯମାନଙ୍କୁ ଫରୋଇ ଆଣିବି, ମୁଁ ସମାନଙ୍କେୁ ସମାନଙ୍କେର ଜନ୍ମଭୂମି ପାଥ୍ରୋଷକୁ ଫରୋଇ ଆଣିବି। ଏବଂ ସଠାେ ରେ ସମାନେେ ଗୋଟିଏ ଅପ୍ରଧାନ ରାଜ୍ଯ ହାଇେ ରହିବେ।
ହେ ନୀନିବୀ, ତୁମ୍ଭେ କ'ଣ ନୀଳନଦୀ ଉପ ରେ ଅବସ୍ଥିତ ନୋ-ଆମାନେ ଠାରୁ ଭଲ ରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲ ରେ ନାହିଁ। ନୋ-ଆମାନେ ଗ୍ଭରିପାଖ ରେ ଜଳ ଥିଲା। ନୋ-ଆମାନେ ନିଜକୁ ରକ୍ଷା କରିବାକୁ ସହେି ଜଳକୁ ବ୍ଯବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା।