ତାହାର ବିପୁଳ ପରିମାଣର ଅଶ୍ବ ହତେୁ ଧୂଳି ରେ ତୁମ୍ଭେ ଆଚ୍ଛାଦିତ ହବେ। ଯେତବେେଳେ ସମାନେେ ତୁମ୍ଭ ନଗର ଦ୍ବାର ରେ ପ୍ରବେଶ କରିବେ, ସେତବେେଳେ ଅଶ୍ବାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦ ରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସମାନେେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହବେ।
Cross references
ସମସ୍ତ ଯାଜକମାନେ ମଷେ ଶିଙ୍ଗା ରେ ଦୀର୍ଘ୍ଯ ଧ୍ବନୀ କରିବେ ଓ ଯେତବେେଳେ ତୁମ୍ଭମାନେେ ସହେି ଶିଙ୍ଗା ଶଦ୍ଦ ଶକ୍ସ୍ଟଣିବ ସେତବେେଳେ ସମସ୍ତ ଲୋକ ମହାଜଯ ଜଯଧ୍ବନୀ କରିବେ ଏବଂ ପ୍ରାଚୀର ପଡିୟିବ ଓ ସମସ୍ତ ଲୋକମାନେ ସିଧା ନଗରକକ୍ସ୍ଟ ୟିବାକକ୍ସ୍ଟ ସକ୍ଷମ ହବେେ।
ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।
ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାଯୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଇଗଲ ପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହବେେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହବେ ଓ ଆମ୍ଭମାନେେ ବିନଷ୍ଟ ହବୋ।
ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।
ମାରେପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଉତ୍ତର ଦିଗରୁ ନବୁଖଦନିତ୍ସରଙ୍କୁ ସୋର ବିରୁଦ୍ଧ ରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ବରଥ, ଅଶ୍ବାରୋହୀ, ସମାଜ ଓ ବିପୁଳ ସୈନ୍ଯବାହିନୀ ସହ ଆସିବେ।
ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।
ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।
ସହେି ସୈନ୍ଯମାନଙ୍କର ମାହେରଗୁଡିକ ଲାଲ। ସମାନଙ୍କେର ପୋଷାକ ଅତି ଲାଲ। ସମାନଙ୍କେର ରଥଗୁଡିକ ୟୁଦ୍ଧ ପାଇଁ ଧାଡି ରେ ପ୍ରସ୍ତୁତ ହାଇେ ରହିଛି, ସଗେୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ ଦଖାେ ଯାଉଛି। ସମାନଙ୍କେର ବର୍ଚ୍ଛାସବୁ ଉେତ୍ତାଳିତ।