ବାବିଲର ରାଜାଙ୍କର ଅଶ୍ବମାନେ ତୁମ୍ଭର ସମସ୍ତ ପଥଗୁଡ଼ିକ ପାଦ ରେ ଦଳି ଦବେେ। ସମାନଙ୍କେର ଖୁରାଗୁଡ଼ିକ ସମାନଙ୍କେ ଉପ ରେ ଆଘାତ କରି ଆସିବ। ସେ ତୁମ୍ଭ ଲୋକମାନଙ୍କୁ ତାଙ୍କ ଖଡ୍ଗ ରେ ହତ୍ଯା କରିବେ ଓ ତୁମ୍ଭର ଶକ୍ତିଶାଳୀ ସ୍ତମ୍ଭଗୁଡ଼ିକୁ ଧଳିସାତ ହବେ।
Cross references
ସସହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓସସମାନଙ୍କର ଧନୁଗୁଡ଼ିକ ଗୁଣୟୁକ୍ତ।ସସମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓସସମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶସର ସୃଷ୍ଟି ହୁଏ।
ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଉର୍ଦ୍ଧ୍ବସ୍ଥିତ ସହେି ଲୋକମାନଙ୍କୁ ଦଣ୍ଡ ଦବେେ। ସମାନଙ୍କେୁ ଭୂମିସାତ୍ କରି ଧୂଳି ରେ ମିଶାଇ ଦବେେ।
ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।
ସମାନଙ୍କେର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ ହବେେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ ରେ ହବେେ। ସମାନଙ୍କେର ସୈନ୍ଯମାନେ ଘୋଡା ଚଢି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ ରେ ଝାମ୍ପ ମାରିଲା ପରି ସମାନେେ ଦ୍ରୁତ ବଗେ ରେ ଶତୃଙ୍କୁ ଆକ୍ରମଣ କରିବେ।