Home Bibles ଯିହିଜିକଲ 26:15 · ଓଡ଼ିଆ ବାଇବେଲ
ଯିହିଜିକଲ 26:15 · ଓଡ଼ିଆ ବାଇବେଲ

ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।

Cross references

ଯିଶାଇୟ 2:19

ସେତବେେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନ୍ଶକ୍ତି ଦେଖି ଭୟଭୀତ ହବେେ। ସଦାପ୍ରଭୁ ପୃଥିବୀକୁ ଏପରି କିତ କରିବେ ଯେ ଲୋକମାନେ ଭୟଭୀତ ହାଇେ ପର୍ବତ ଗୁମ୍ଫା ରେ ଓ ପୃଥିବୀର ଗର୍ତ୍ତ ରେ ଲୁଚିବେ।

ଯିରିମିୟ 49:21

ଇଦୋମର ପତନ ଶବ୍ଦ ରେ ପୃଥିବୀ କମ୍ପିତ ହେଉଅଛି। ସମାନଙ୍କେର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ୟ୍ଯନ୍ତ ଶୁଣାଯାଉଛି।

ଯିହିଜିକଲ 26:18

ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ବୀପଗୁଡ଼ିକ କମ୍ପିତ ହବେେ। ଏବଂ ତୁମ୍ଭର ନିର୍ବାସୀତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ବୀପପୁଞ୍ଜ ଆନନ୍ଦ ରେ ବିହ୍ବଳ କରେ।'

ଯିହିଜିକଲ 27:28

ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।

ଯିହିଜିକଲ 27:35

ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷଯ ରେ ଆଚମ୍ବିତ ହାଇେଅଛନ୍ତି ଏବଂ ସମାନଙ୍କେର ରାଜାମାନେ ଭୟଭୀତ ହାଇେଥିଲେ ଓ ସମାନଙ୍କେର ମୁଖମଣ୍ଡଳ ସମାନଙ୍କେର ଆଚମ୍ବିତ ପ୍ରକାଶ କଲା।

ଯିହିଜିକଲ 31:16

ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

ଯିହିଜିକଲ 32:10

ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।

ଏବ୍ରୀ 12:26

ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327

Interlinear

Choose Theme