ସମସ୍ତ ଯାଜକମାନେ ମଷେ ଶିଙ୍ଗା ରେ ଦୀର୍ଘ୍ଯ ଧ୍ବନୀ କରିବେ ଓ ଯେତବେେଳେ ତୁମ୍ଭମାନେେ ସହେି ଶିଙ୍ଗା ଶଦ୍ଦ ଶକ୍ସ୍ଟଣିବ ସେତବେେଳେ ସମସ୍ତ ଲୋକ ମହାଜଯ ଜଯଧ୍ବନୀ କରିବେ ଏବଂ ପ୍ରାଚୀର ପଡିୟିବ ଓ ସମସ୍ତ ଲୋକମାନେ ସିଧା ନଗରକକ୍ସ୍ଟ ୟିବାକକ୍ସ୍ଟ ସକ୍ଷମ ହବେେ।
Cross references
ତୂରୀ ଧ୍ବନି ଅଧିକରୁ ଅଧିକ ଶବ୍ଦ ରେ ଶୁଭିଲା। ମାଶାେ ପରମେଶ୍ବରଙ୍କୁ ୟୋକୌଣସି ପ୍ରଶ୍ନ କଲେ ପରମେଶ୍ବର ପ୍ରେତ୍ୟକକ ଥର ବଜ୍ର ସ୍ବର ରେ ଉତ୍ତର ଦେଲେ।
ସଲ୍ଗମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ଶିଙ୍ଗା ବଜାଇଲେ। ଏହି ସମୟରେ ଯିହାଶୂେୟ ନିର୍ଦ୍ଦେଶ ଦେଲେ, ବର୍ତ୍ତମାନ ଜଯଧ୍ବନି ଦିଅ। ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ।
ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।
ଏହାପରେ ତିନିଟି ଦଳର ସମସ୍ତ ସୈନିକମାନେ ସମାନଙ୍କେର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସହେି ଲୋକମାନେ ସମାନଙ୍କେର ବାମ ହସ୍ତ ରେ ମଶାଲ ଓ ଦକ୍ଷିଣ ହସ୍ତ ରେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ଧରିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ସଦାପ୍ରଭୁଙ୍କ ପାଇଁ ଖଡ୍ଗଟିଏ ଏବଂ ଗିଦ୍ଦିୟୋନ ପାଇଁ ଖଡ୍ଗଟିଏ।
ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।
ପକ୍ସ୍ଟଣି ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଛାଉଣୀକି ଆସନ୍ତେ ସମଗ୍ର ଇଶ୍ରାୟେଲ ଏପରି ମହା ଜଯଧ୍ବନି କଲେ, ଯେ ପୃଥିବୀ କଐିଲା।
ଦାଉଦ ପ୍ରଭାତ ରେ ଉଠି ଜଣେ ରଖକ୍ସ୍ଟଆଳି ହସ୍ତ ରେ ମଷେପଲ ଛାଡି ୟିଶୀର ଆଜ୍ଞା ଅନକ୍ସ୍ଟସା ରେ ସେସବୁ ଦ୍ରବ୍ଯ ନଇଗେଲେ। ସୈନ୍ଯଗଣ ବାହାରି ୟକ୍ସ୍ଟଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ ବନ୍ଦୀ ଜାଗା ରେ ଉପସ୍ଥିତ ହେଲେ।
ଇଶ୍ରାୟେଲର ଓ ୟିହକ୍ସ୍ଟଦାର ଲୋକମାନେ ଉଠି ଜଯଧ୍ବନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇଲେ। ତା'ପରେ ସମାନେେ ପଲେଷ୍ଟୀୟମାନଙ୍କୁ ହତ୍ଯା କରି ଶାରଯିମ ପଥରେ ଗାଥ ଓ ଇକୋର୍ଣ ପର୍ୟ୍ଯନ୍ତ ପକାଇଲେ।
ଅବିଯଙ୍କ ସୈନ୍ଯଦଳ ରେ ଥିବା ଯିହୁଦାର ସୈନ୍ଯଗଣ ଯେତବେେଳେ ଚତୁର୍ଦ୍ଦିଗକୁ ଚାହିଁଲେ, ସମାନେେ ଦେଖିଲେ ଯେ, ୟାରବିଯାମ୍ଙ୍କ ସୈନ୍ଯଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାଶର୍ବରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।
ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।
ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳି ରେ ମିଶାଇ ଦବେେ।
ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।
ବାବିଲର ଚତୁର୍ଦ୍ଦିଗ ରେ ବିଜଯର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହାଇେଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହାଇେଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ବାରା ଦଯେ ପ୍ରତିଶାଧେ। ତାହାଠାରୁ ପ୍ରତି ଶାଧେ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସହେିପରି କର।
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।
ଈଶ୍ବରଙ୍କ ଲୋକମାନଙ୍କ ବିଶ୍ବାସ ହତେୁ ଯିରୀହାେ ନଗରର ପାଚରେୀଗୁଡ଼ିକ ସମାନେେ ସାତଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।