Home Bibles ☰ Books ଯିହିଜିକଲ 21:20 · ଓଡ଼ିଆ ବାଇବେଲ
ଯିହିଜିକଲ 21:20 · ଓଡ଼ିଆ ବାଇବେଲ

ଖଡ୍ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ନୋନୀଯର ରବବାକୁ ୟାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ୟିରୁଶାଲମକୁ ୟାଏ।

Cross references

ଦିତୀୟ ବିବରଣ 3:11

ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

ଦିତୀୟ ଶାମୁୟେଲ 5:9

ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।

ଦିତୀୟ ଶାମୁୟେଲ 12:26

ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।

ଦିତୀୟ ବଂଶାବଳୀ 26:9

ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।

ଦିତୀୟ ବଂଶାବଳୀ 32:5

ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 33:14

ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

ଗୀତସଂହିତା 48:12

ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର। ସହେି ନଗରୀକୁ ଚାହଁ। ତାହାର ଗମ୍ବୁଜ ସବୁକୁ ଗଣ।

ଗୀତସଂହିତା 125:1

ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

ଯିଶାଇୟ 22:10

ତୁମ୍ଭମାନେେ ୟିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।

ଯିରିମିୟ 49:2

ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।

ଯିରିମିୟଙ୍କ ବିଳାପ 4:12

ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।

ଯିହିଜିକଲ 25:5

ଆଉ ମୁଁ ରବବାକୁ ଓଟମାନଙ୍କର ଚାରଣ ଭୂମି କରିବି ଓ ଅମ୍ମାନେ ଲୋକମାନଙ୍କୁ ଦେଶକୁ ମଷୋଦି ପଲର ଶଯନ ସ୍ଥାନ କରିବି। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭମାନେେ ଜାଣିବ।

Interlinear

Choose Theme