ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।
Cross references
ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।
ଯେତବେେଳେ ବସନ୍ତ ଆସିଲା, ସେତବେେଳେ ରାଜାଗଣ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପଠାଇଲେ ଏବଂ ସମାନେେ ୟକ୍ସ୍ଟଦ୍ଧ କରି ସମାନଙ୍କେୁ ପରାସ୍ତ କଲେ ଓ ରଦ୍ଦା ନଗର ଅଧିକାର କଲେ।
ଦାଉଦ ଦୂତକକ୍ସ୍ଟ କହିଲେ, ଯୋୟାବକକ୍ସ୍ଟ ଏହି ବାର୍ତ୍ତା ଦିଅ: 'ଏଥି ରେ ତୁମ୍ଭେ ଦକ୍ସ୍ଟଃଖିତ ହକ୍ସ୍ଟଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକକ୍ସ୍ଟ ଆଖିବକ୍ସ୍ଟଜା ଭାବରେ ହତ୍ଯା କରିପାରିବ। ରବାବ ବିରକ୍ସ୍ଟଦ୍ଧ ରେ ଏକ ଜାରଦୋର ଆକ୍ରମଣ କର ଏବଂ ତୁମ୍ଭେ ଜଯଲାଭ କରିବ।' ଏହିସବୁ ବାକ୍ଯ ରେ ଯୋୟାବକକ୍ସ୍ଟ ଉତ୍ସାହିତ କର।
ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।
ବସନ୍ତକାଳ ରେ, ଯୋୟାବ ଇଶ୍ରାୟେଲର ସୈନ୍ଯବାହିନୀକୁ ୟୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସହେି ସମୟରେ ରାଜାମାନେ ୟୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ୟିରୁଶାଲମ ରେ ରହିଲେ। ଇଶ୍ରାୟେଲର ସୈନ୍ଯବାହିନୀ ଅମ୍ମାନେ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସମାନେେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କଲେ। ନଗର ମଧ୍ଯରୁ ବାହାରକୁ କିଅବା ନଗର ମଧ୍ଯକୁ କାହାରିକୁ ୟିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇଶ୍ରାୟେଲ ସୈନ୍ଯଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କଲେ।
କିଏ ମାେତେ ସହେି ଦୃଢ଼ ନଗର ଭିତରକୁ ଆଣିବ ? କିଏ ମାେତେ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଆଗଇେ ନବେ ? ପରମେଶ୍ବର, ତୁମ୍ଭେ ନୁହଁ କି ?
ଆଉ ମୁଁ ରବବାକୁ ଓଟମାନଙ୍କର ଚାରଣ ଭୂମି କରିବି ଓ ଅମ୍ମାନେ ଲୋକମାନଙ୍କୁ ଦେଶକୁ ମଷୋଦି ପଲର ଶଯନ ସ୍ଥାନ କରିବି। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭମାନେେ ଜାଣିବ।