ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନ ରେ ଆବଦ୍ଧ କରିବୁ।
Cross references
ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।
ପୁଣି ଗୋମଷୋଦି ପଲରୁ ଦଶମାଂଶ ଯାଜକ ନବେ। ପ୍ରତି ଦଶଟି ରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
ୟଦି ବଂଶଧରଗଣ ଆମ୍ଭ ବ୍ଯବସ୍ଥା ପରିତ୍ଯାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସମାନଙ୍କେୁ ଦଣ୍ଡ ଦବୋ।
ସଦାପ୍ରଭୁ କହନ୍ତି, ପାର୍ବତୀଯ ଦେଶର ନଗର ସମୂହ ରେ, ନିମ୍ନଭୂମିର ନଗରମାନଙ୍କ ରେ, ଦକ୍ଷିଣଦିଗସ୍ଥ ସକଳ ନଗର ରେ, ବିନ୍ଯାମୀନ ଦେଶ ରେ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳ ରେ ଓ ଯିହୁଦାର ନଗରମାନଙ୍କ ରେ ଲୋକମାନେ ସମାନଙ୍କେର ମଷେପଲଙ୍କୁ ଗଣନା କରିବେ।
ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମାରେ ପଲ, ମୁଁ ମଷେ ଓ ମଷେ ମଧିଅରେ ଏବଂ ମଷେ ଓ ଛାଗଗଣ ମଧିଅରେ ବିଚାର କରେ।
ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
ମନୁଷ୍ଯପୁତ୍ରଙ୍କ ଆଗ ରେ ଜଗତର ସବୁ ଲୋକେ ଏକାଠି ହବେେ। ତାପରେ ମନୁଷ୍ଯପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳ ରେ ବାଣ୍ଟି ଦବେେ। ଜଣେ ଜଗୁଆଳ ଯେପରି ଛଳେିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସହେିପରି ଅଟେ।