Home Bibles ☰ Books ଗୀତସଂହିତା 89:30 · ଓଡ଼ିଆ ବାଇବେଲ
ଗୀତସଂହିତା 89:30 · ଓଡ଼ିଆ ବାଇବେଲ

ୟଦି ବଂଶଧରଗଣ ଆମ୍ଭ ବ୍ଯବସ୍ଥା ପରିତ୍ଯାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସମାନଙ୍କେୁ ଦଣ୍ଡ ଦବୋ।

Cross references

ଦିତୀୟ ବିବରଣ 11:21

ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦବୋକକ୍ସ୍ଟ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତକ୍ସ୍ଟଲ୍ଯ ହବେ।

ଦିତୀୟ ଶାମୁୟେଲ 7:14

ମୁ ତା'ର ପିତା ହବେି ଓ ସେ ମାରେ ପକ୍ସ୍ଟତ୍ର ହବେ। ଯେତବେେଳେ ସେ ପାପ କରେ ମୁ ତାକକ୍ସ୍ଟ ଦଣ୍ତ ଦବେି, ଯେପରି ଲୋକମାନେ ସମାନଙ୍କେର ପକ୍ସ୍ଟତ୍ରମାନଙ୍କୁ ଦଣ୍ତ ଦିଅନ୍ତି।

ପ୍ରଥମ ବଂଶାବଳୀ 28:9

ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଦିତୀୟ ବଂଶାବଳୀ 7:17

ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ଯ ଯଦି ଆମ୍ଭ ସମ୍ମୁଖ ରେ ଜୀବନୟାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦଇେଅଛୁ, ତାହାସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିଯମ ଓ ନୀତି ପାଳନ କରିବ,

ଗୀତସଂହିତା 89:5

ହେ ସଦାପ୍ରଭୁ, ସ୍ବର୍ଗ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ବସ୍ତତାରେ ପ୍ରଶଂସା କରେ।

ଗୀତସଂହିତା 119:53

ମୁଁ କ୍ରୋଧିତ ହାଇୟୋଏ, ଯେତବେେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାଁନ୍ତି।

ଗୀତସଂହିତା 132:12

ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।

ହିତୋପଦେଶ 4:2

କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ।

ହିତୋପଦେଶ 28:4

ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।

ଯିରିମିୟ 9:13

ଏସବୁର କାରଣ ସଦାପ୍ରଭୁ କହନ୍ତି, ତାହା ହେଲା ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଆମ୍ଭର ଯେଉଁ ବ୍ଯବସ୍ଥାମାନ ରଖିଲୁ ତାହା ସମାନେେ ପରିତ୍ଯାଗ କରିଅଛନ୍ତି। ଆମ୍ଭର ବାକ୍ଯ ପାଳନ କରି ନାହାଁନ୍ତି କି ତଦନୁସା ରେ ଆଚରଣ କରି ନାହାଁନ୍ତି।

ଯିରିମିୟ 33:17

ଆଉ ସଦାପ୍ରଭୁ କହନ୍ତି, ଦାଉଦ ବଂଶରୁ ଜଣେ ସର୍ବଦା ଇଶ୍ରାୟେଲୀୟ ବଂଶର ସିଂହାସନ ରେ ଉପବିଷ୍ଟ ହବେ।

ଯିହିଜିକଲ 18:9

ସେ ମାେ ନିଯମାନୁସା ରେ ଜୀବନ ଧାରଣ କରେ ଏବଂ ମାେ ନିଯମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ। ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସହେି ମନୁଷ୍ଯ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।

ଯିହିଜିକଲ 18:17

ସେ ଦୀନଦରିଦ୍ରକୁ ସାହାୟ୍ଯ କରେ, ସୁଧ ନ ନଇେ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମାରେନୀତି ନିଯମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାେଶ ମରିବ ନାହିଁ, ସେ ନିଶ୍ଚଯ ବଞ୍ଚିବ।

Interlinear

Choose Theme