Home Bibles ☰ Books ମାଥିଉଲିଖିତ ସୁସମାଚାର 25:32 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 25:32 · ଓଡ଼ିଆ ବାଇବେଲ

ମନୁଷ୍ଯପୁତ୍ରଙ୍କ ଆଗ ରେ ଜଗତର ସବୁ ଲୋକେ ଏକାଠି ହବେେ। ତାପରେ ମନୁଷ୍ଯପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳ ରେ ବାଣ୍ଟି ଦବେେ। ଜଣେ ଜଗୁଆଳ ଯେପରି ଛଳେିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସହେିପରି ଅଟେ।

Cross references

ଗୀତସଂହିତା 1:5

ୟଦି ଧାର୍ମିକ ବ୍ଯକ୍ତିମାନେ ଏକତ୍ରୀତ ହାଇେ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହା ହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ଯସ୍ତ ହାଇଯେିବେ। ସହେି ପାପୀମାନେ କବେେ ହେଲେ ନିରପରାଧୀ ବୋଲି ପ୍ରମାଣିତ ହାଇପୋରିବେ ନାହିଁ।

ଗୀତସଂହିତା 50:3

ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।

ଗୀତସଂହିତା 78:52

ସେ ମଷେପାଳକ ପରି ତାଙ୍କର ଲୋକମାନଙ୍କର ନତେୃତ୍ବ ନଲେେ। ସେ ସମାନଙ୍କେୁ ମଷେତୁଲ୍ଯ ମରୁଭୂମି ମଧ୍ୟରେ ପଥ କଢ଼ାଇ ନଲେେ।

ଗୀତସଂହିତା 96:13

ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।

ଗୀତସଂହିତା 98:9

ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।

ଯିହିଜିକଲ 20:38

ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମାେ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ଯରୁ ବାହାର କରି ଦୂର କରି ଦବେି। ସମାନେେ ଯେଉଁ ଦେଶ ରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସମାନଙ୍କେୁ ବାହାର କରି ଆଣିବି, ମାତ୍ର ସମାନେେ ଇଶ୍ରାୟେଲ ଦେଶ ରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।

ଯିହିଜିକଲ 34:17

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମାରେ ପଲ, ମୁଁ ମଷେ ଓ ମଷେ ମଧିଅରେ ଏବଂ ମଷେ ଓ ଛାଗଗଣ ମଧିଅରେ ବିଚାର କରେ।

ମଲାଖୀ 3:18

ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।

ମାଥିଉଲିଖିତ ସୁସମାଚାର 3:12

ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।

ମାଥିଉଲିଖିତ ସୁସମାଚାର 13:42

ସ୍ବର୍ଗଦୂତମାନେ ସହେି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କାନ୍ଦି କାନ୍ଦି ଓ ୟନ୍ତ୍ରଣ ରେ ଦାନ୍ତ କାମୁଡି ରହିବେ।

ମାଥିଉଲିଖିତ ସୁସମାଚାର 13:49

ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।

ଯୋହନଲିଖିତ ସୁସମାଚାର 10:14

ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।

ଯୋହନଲିଖିତ ସୁସମାଚାର 10:27

ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:30

ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।

Interlinear

Choose Theme