Home Bibles ଦାନିଏଲ 4:11 · ଓଡ଼ିଆ ବାଇବେଲ
ଦାନିଏଲ 4:11 · ଓଡ଼ିଆ ବାଇବେଲ

ସେ ବୃକ୍ଷ ବଢିଲା ଓ ଦୃଢ ହେଲା। ଉଚ୍ଚତା ରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନ ରେ ତାହା ଦୃଶ୍ଯମାନ ହେଲା।

Cross references

ଆଦି ପୁସ୍ତକ 11:4

ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।

ଦିତୀୟ ବିବରଣ 9:1

ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।

ଯିହିଜିକଲ 31:5

ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା। ତାହାର ଡାଳଗୁଡ଼ିକ ବହୁସଂଖ୍ଯା ରେ ବଢ଼ିବାକୁ ଲାଗିଲା। ଆଉ ଅମାପ ଜଳ ହତେୁ ତାହାର ଶାଖାସବୁ ପ୍ରସାରିତ ହାଇେ ବଢ଼ିଗଲା।

ଯିହିଜିକଲ 31:12

ପୁଣି ଜାତିମାନଙ୍କ ମଧିଅରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ୟାଇଛନ୍ତି। ପର୍ବତମାନଙ୍କ ଉପ ରେ ଓ ସମସ୍ତ ଉପତ୍ୟକା ରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡ଼ାଳସବୁ ଭଙ୍ଗା ୟାଇଛି। ତେଣୁ ପୃଥିବୀସ୍ଥ ୟାବତୀଯ ଜାତି ତାହାର ଛାଯା ତଳୁ ଚାଲିୟାଇଛନ୍ତି ଓ ତାକୁ ପରିତ୍ଯାଗ କରିଛନ୍ତି।

ଦାନିଏଲ 4:21

ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥି ରେ ପ୍ରଚୁର ଫଳ ହେଲା। ସେଥି ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡିକ ଉପ ରେ ଆକାଶର ପକ୍ଷୀମାନେ ବସତି କଲେ।

ମାଥିଉଲିଖିତ ସୁସମାଚାର 11:23

ହେ କଫର୍ନାହୂମ! ତୁ କ'ଣ ଭାବୁଛୁ ତୋତେ ସ୍ବର୍ଗୀୟ ଗୌରବ ଦବୋ ପାଇଁ ସ୍ବର୍ଗକୁ ଉଠାଇ ନିଆୟିବ? ନା, ତୁମ୍ଭକୁ ପାତାଳ ରେ ନିକ୍ଷପେ କରାୟିବ। ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ ତୋର ଅଞ୍ଚଳ ରେ କରାଯାଇଛି, ସଗେୁଡିକ ଯଦି ସଦୋମ ରେ କରାଯାଇ ଥାଆନ୍ତା।, ତବେେ ସଠାେକାର ବାସିନ୍ଦା ପାପ କରିବା ବନ୍ଦ କରି ଦଇେଥାଆନ୍ତେ ଓ ସେ ନଗର ଏ ପର୍ୟ୍ଯନ୍ତ ତିଷ୍ଠି ରହି ପାରି ଥାଆନ୍ତା।

Interlinear

Choose Theme