Home Bibles ☰ Books ଯିହିଜିକଲ 16:55 · ଓଡ଼ିଆ ବାଇବେଲ
ଯିହିଜିକଲ 16:55 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ, ଶମରିଯା ଓ ତାହାର କନ୍ଯାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ଯାଗଣ ପୁନଃମିଳିତ ହବେ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫରେିଆସିବ।

Cross references

ଯିହିଜିକଲ 16:53

ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।

ଯିହିଜିକଲ 36:11

ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।

ମଲାଖୀ 3:4

ତା'ପ ରେ ସଦାପ୍ରଭୁ ୟିରୁଶାଲମ ଓ ଯିହୁଦା ନିକଟରୁ ଭଟେି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳ ରେ କରିଥିଲେ।

Interlinear

Choose Theme