ପରମେଶ୍ବର କହିଲେ, ଅତୀତ ରେ ତୁମ୍ଭେ ତୁମ୍ଭର ଗର୍ବ ହତେୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରିପାରିବ ନାହିଁ।
Cross references
ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
ତା'ପ ରେ ହେ ୟିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧ ରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହବେେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ୟିରୁଶାଲମରୁ ତଡି ଦଇେଛୁ। ଆମ୍ଭର ପବିତ୍ର ପର୍ବତ ରେ ଆଉ କୌଣସି ଦାମ୍ଭିକ ଲୋକ କବେେ ହେଲେ ରହିବେ ନାହିଁ।
ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।