ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ବନା ଦଇେ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହବୋକୁ ଓ ଦୁଃଖିତ ହବୋକୁ ପଡ଼ିବ।
Cross references
ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।
ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭମାନେେ ମାେ ଆଜ୍ଞାନୁସା ରେ ବ୍ଯବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।
ତଥାପି ଯେଉଁ କେତଜେଣ ଅବଶିଷ୍ଟାଂଶ ରହିବେ, ସମାନେେ ସମାନଙ୍କେର ପୁତ୍ର କନ୍ଯାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ସମାନଙ୍କେର ଆଚାର ବ୍ଯବହାର ଓ କ୍ରିଯାସକଳ ଦେଖିବ। ପୁଣି ଆମ୍ଭେ ୟିରୁଶାଲମ ଉପ ରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭମାନେେ ସାନ୍ତ୍ବନା ପାଇବ।
ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ଯ ବହନ କର। ଯେଉଁଗୁଡ଼ାକ ସମାନଙ୍କେର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ଯାଯ ଦବୋ ସକାେଶ ଅପମାନ ବହନ କର।
ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
ଏବଂ ସେ ସମୟରେ ତୁମ୍ଭମାନେେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିଯାସବୁ ସ୍ମରଣ କରିବ। ପୁଣି ତୁମ୍ଭମାନେେ ନିଜର ପାପ ଓ ନିଜର ଘୃଣ୍ଯ କ୍ରିଯା ଯୋଗୁଁ ନିଜେ ନିଜକୁ ନମ୍ର କରିବ।