Home Bibles ଯିହିଜିକଲ 1:22 · ଓଡ଼ିଆ ବାଇବେଲ
ଯିହିଜିକଲ 1:22 · ଓଡ଼ିଆ ବାଇବେଲ

ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍‌ବ ରେ ବିସ୍ତାରିତ ଥିଲା।

Cross references

ଯାତ୍ରା ପୁସ୍ତକ 24:10

ଏବଂ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ୟ୍ଯ ତୁଲ୍ଯ ଓ ନିର୍ମଳତା ରେ ଠିକ୍ ନୀଳ ଆକାଶ ପରି ଥିଲା।

ଆୟୁବ ପୁସ୍ତକ 37:22

ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।

ଯିହିଜିକଲ 1:26

ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍‌ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।

ଯିହିଜିକଲ 10:1

ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:3

ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:6

ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:11

ସହେି ନଗରୀ ପରମେଶ୍ବରଙ୍କ ଗୌରବ ରେ ଉଜ୍ଜ୍ବଳମୟ ଦଖାଯାେଉଥିଲା। ଏହା ମୂଲ୍ଯବାନ ମଣି, ସୂର୍ୟ୍ଯକାନ୍ତ ପରି ଉଜ୍ଜ୍ବଳ ହାଇେ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ବଚ୍ଛ ଥିଲା।

Interlinear

Choose Theme