Home Bibles ଯିହିଜିକଲ 1:23 · ଓଡ଼ିଆ ବାଇବେଲ
ଯିହିଜିକଲ 1:23 · ଓଡ଼ିଆ ବାଇବେଲ

ସହେି ଆସ୍ତରଣ ତଳେ ସମାନଙ୍କେର ପକ୍ଷସବୁ ଏକ ଆଲୋକର ଆଡ଼େ ପ୍ରସାରିତ ହାଇେଥିଲା ; ସମାନଙ୍କେର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖ ରେ ଦୁଇ ପକ୍ଷ ଓ ସେ ପାଖ ରେ ଦୁଇ ପକ୍ଷ ଥିଲା।

Cross references

ଆୟୁବ ପୁସ୍ତକ 4:18

ଦେଖ, ପରମେଶ୍ବର ତାଙ୍କ ସ୍ବର୍ଗୀଯ ସବେକଗଣଙ୍କୁ ମଧ୍ଯ ବିଶ୍ବାସ କରିପାରନ୍ତି ନାହିଁ। ପରମେଶ୍ବର ତାଙ୍କ ଦୂତଗଣଠା ରେ ମଧ୍ଯ ଭୁଲ୍ ପାଆନ୍ତି।

ଗୀତସଂହିତା 89:7

ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍‌ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।

ଯିହିଜିକଲ 1:11

ପ୍ରାଣୀଗୁଡ଼ିକର ଡଣୋଗୁଡ଼ିକ ସମାନଙ୍କେୁ ଘାଡ଼ଇେେ ରଖିଥିଲା। ପ୍ରେତ୍ୟକକ ପ୍ରାଣୀର ଦୁଇଟି ଡ଼ଣୋ ଏହାର ପାଖ ରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡଣୋ ଏହାର ଦହକେୁ ଆଚ୍ଛାଦନ କରୁଥିଲା।

ଯିହିଜିକଲ 1:24

ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।

ଲୂକଲିଖିତ ସୁସମାଚାର 17:10

ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।'

Interlinear

Choose Theme