ଯିହିଜିକଲ 1:21 · ଓଡ଼ିଆ ବାଇବେଲ
ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ, କାରଣ ସହେି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।
Cross references
ଯିହିଜିକଲ 1:19
ସହେି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସହେି ଚକସବୁ ଚାଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତଥିତ ହେଲା ବେଳେ ଚକଗୁଡ଼ିକ ଉତ୍ଥିତ ହେଲା।
ଯିହିଜିକଲ 10:17
ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା।
ରୋମୀୟଙ୍କ ପ୍ରତି ପତ୍ର 8:2
ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।