Home Bibles ☰ Books ଯିହିଜିକଲ 1:13 · ଓଡ଼ିଆ ବାଇବେଲ
ଯିହିଜିକଲ 1:13 · ଓଡ଼ିଆ ବାଇବେଲ

ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ବଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସମାନଙ୍କେର ମଧିଅରେ ବୁଲୁଥିବାର ଦଖାଯାେଉଥିଲା।

Cross references

ଆଦି ପୁସ୍ତକ 15:17

ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

ଗୀତସଂହିତା 104:4

ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର।

ଯିହିଜିକଲ 1:7

ସମାନଙ୍କେର ପାଦ ସଳଖ, ଆଉ ସମାନଙ୍କେର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ଯ। ଆଉ ସଗେୁଡ଼ିକ ମଳା ୟାଇଥିବା ପିତ୍ତଳ ପରି ଝଟକୁଥିଲା।

ଦାନିଏଲ 10:5

ସଠାେ ରେ ଛିଡା ହାଇେଥିଲା ବେଳେ ମୁଁ, ଶୁକ୍ଲ ବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟୀ ଦେଶ ରେ ଥିବା ଏକ ମନୁଷ୍ଯକୁ ଦେଖିଲି।

ମାଥିଉଲିଖିତ ସୁସମାଚାର 28:3

ସ୍ବର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମ ଭଳ ଧଳା ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:5

ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନା ରେ ସାତାଟେି ଜ୍ବଳନ୍ତା ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ବରଙ୍କର ସାତାଟେି ଆତ୍ମା ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:1

ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:1

ତା'ପରେ ମୁଁ ସ୍ବର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସହେି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀ ରେ ପ୍ରକାଶିତ ହେଲା।

Interlinear

Choose Theme