ସଠାେ ରେ ଛିଡା ହାଇେଥିଲା ବେଳେ ମୁଁ, ଶୁକ୍ଲ ବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟୀ ଦେଶ ରେ ଥିବା ଏକ ମନୁଷ୍ଯକୁ ଦେଖିଲି।
Cross references
ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?
ପୁଣି ଯେତବେେଳେ ଦୁଷ୍ଟାଚାରୀମାନଙ୍କୁ ସଂହାର କରିବାକୁ ଆଦେଶ ଦବେେ, ସେତବେେଳେ ସମାନେେ ନିହତ ହବେେ। ଧର୍ମ ଓ ନ୍ଯାଯ ସେ ପିଲାକୁ ଶକ୍ତି ଦବେ। ସଗେୁଡ଼ିକ ତା'ର ଅଣ୍ଟାର ବଳଯ ସଦୃଶ ହବେ।
ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।
ତାପ ରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସମାନଙ୍କେର ପ୍ରେତ୍ୟକକଙ୍କର ହସ୍ତ ରେ ବିନାଶକ ଅସ୍ତ୍ର ଥିଲା ଓ ସମାନଙ୍କେର ମଧ୍ଯ ସ୍ଥାନ ରେ ଶୁକ୍ଲବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାଶର୍ବ ରେ ଲେଖକର କାଳି ଦୁଆତ ଥିଲା। ଏବଂ ସମାନେେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମଯ ୟଜ୍ଞବଦେୀର ପାଶର୍ବ ରେ ଠିଆ ହେଲେ।
ଏବଂ ସେ ଶୁକ୍ଲ ବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ଯ, ତାହାଙ୍କୁ ଏକ ବ୍ଯକ୍ତି ପଚାରିଲେ, 'ଏହିସବୁ ଆଶ୍ଚର୍ୟ୍ଯ ବିଷଯ ଘଟିବା ପାଇଁ କେତକେ ସମୟ ଲାଗିବ?'
ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।
ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।
ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।