ଯିହିଜିକଲ 1:12 · ଓଡ଼ିଆ ବାଇବେଲ
ପୁଣି ସମାନେେ ପ୍ରେତ୍ୟକକ ସମ୍ମୁଖ ଭାଗ ରେ ଗମନ କଲେ। ସମାନଙ୍କେର ନିଜ ଇଚ୍ଛାନୁସା ରେ ସମାନେେ ଗତି କଲେ ଓ ସମାନଙ୍କେର ଗମନ କାଳ ରେ ସମାନେେ ଫରେିଲେ ନାହିଁ।
Cross references
ଯିହିଜିକଲ 1:9
ସମାନଙ୍କେର ପକ୍ଷଗୁଡ଼ିକ ପରସ୍ପର ସଂୟୁକ୍ତ, ଆଉ ସମାନେେ ଗମନ କଲା ବେଳେ ପଛକୁ ଫରେିଲେ ନାହିଁ। ପ୍ରେତ୍ୟକକ ସମ୍ମୁଖ ଆଡ଼େ ଗମନ କଲେ।
ଯିହିଜିକଲ 1:17
ଗମନ କଲା ବେଳେ ସେ ଚାରିଚକ ଯେ କୌଣସି ଚାରିଦିଗ ରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲା ବେଳେ ବୁଲୁ ନ ଥିଲା।
ଯିହିଜିକଲ 1:20
ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ର ରେ ଥିଲା।
ଯିହିଜିକଲ 10:22
ପୁଣି ମୁଁ କବାର ନଦୀ ନିକଟରେ ସମାନଙ୍କେର ଯେଉଁ ଯେଉଁ ମୁଖ ଦେଖିଥିଲି, ସମାନେେ ପ୍ରେତ୍ୟକକ ଆଗକୁ ଗମନ କଲେ।
ଏବ୍ରୀ 1:14
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।