Home Bibles ଯିହିଜିକଲ 1:7 · ଓଡ଼ିଆ ବାଇବେଲ
ଯିହିଜିକଲ 1:7 · ଓଡ଼ିଆ ବାଇବେଲ

ସମାନଙ୍କେର ପାଦ ସଳଖ, ଆଉ ସମାନଙ୍କେର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ଯ। ଆଉ ସଗେୁଡ଼ିକ ମଳା ୟାଇଥିବା ପିତ୍ତଳ ପରି ଝଟକୁଥିଲା।

Cross references

ଲେବୀୟ ପୁସ୍ତକ 11:3

ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।

ଲେବୀୟ ପୁସ୍ତକ 11:47

ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।

ଗୀତସଂହିତା 104:4

ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର।

ଯିହିଜିକଲ 1:13

ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ବଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସମାନଙ୍କେର ମଧିଅରେ ବୁଲୁଥିବାର ଦଖାଯାେଉଥିଲା।

ଦାନିଏଲ 10:6

ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:15

ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟି ରେ ଦଖାଯାେଏ ସହେିପରି ଶୁଦ୍ଧ ଦଖାଯାେଉଥିଲା। ତାହାଙ୍କ ସ୍ବର ବନ୍ଯାଜଳର ଗର୍ଜନ ଭଳି ଥିଲା।

Interlinear

Choose Theme