Home Bibles ☰ Books ଯାତ୍ରା ପୁସ୍ତକ 7:4 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 7:4 · ଓଡ଼ିଆ ବାଇବେଲ

ତେଣୁ ଏହାପରେ ମୁଁ ମିଶରକୁ ବହୁତ ଦଣ୍ଡ ଦବେି। ଏବଂ ତା'ପରେ ମୁଁ ମାରେଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି।

Cross references

ଯାତ୍ରା ପୁସ୍ତକ 3:20

ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧ ରେ କାର୍ୟ୍ଯ କରାଇବା। ଆମ୍ଭେ ମିଶର ରେ ଆଶ୍ଚର୍ୟ୍ଯ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ୟିବାକୁ ଦବେେ।

ଯାତ୍ରା ପୁସ୍ତକ 6:6

ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 6:26

ହାରୋଣ ଓ ମାଶାେ ଏହି ପରିବାରବର୍ଗର ଥିଲେ ଏବଂ ସମାନେେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭମାନେେ ସୈନ୍ଯ ଶ୍ ରଣେୀବଦ୍ଧ ଇଶ୍ରାୟେଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।

ଯାତ୍ରା ପୁସ୍ତକ 9:3

ତବେେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରଯୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠା ରେ ମାହାମାରୀ ସୃଷ୍ଟି କରିବେ।

ଯାତ୍ରା ପୁସ୍ତକ 10:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ। ମୁଁ ତାଙ୍କୁ ନିଷ୍ଠୁର କରିଛି ଏବଂ କର୍ମଚାରୀମାନଙ୍କୁ ମଧ୍ଯ ନିଷ୍ଠୁର ହୃଦଯ କରିଛି। ମୁଁ ଏପରି କରିଅଛି ୟଦ୍ବାରା ମୁଁ ସମାନଙ୍କେୁ ମାରେ ଶକ୍ତିଶାଳୀ ଅଦ୍ଭୁତ କର୍ମ ଦଖାଇେ ପାରିବି.

ଯାତ୍ରା ପୁସ୍ତକ 11:9

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶର ରେ ଆହୁରି ବହୁତ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେପାରିବି।

ଯାତ୍ରା ପୁସ୍ତକ 12:51

ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।

ବିଚାରକର୍ତାମାନଙ୍କ ବିବରଣ 2:15

ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍‌ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।

ହିତୋପଦେଶ 19:29

ନିନ୍ଦୁକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ।

ଯିଶାଇୟ 26:9

ରାତ୍ରି କାଳ ରେ ମାରେ ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତ ରେ ତୁମ୍ଭକୁ ଅନ୍ବଷେଣ କରିବ। ଯେତବେେଳେ ତୁମ୍ଭର ଶାସନ ସକଳ ଓ ନ୍ଯାଯ ପ୍ରତିଷ୍ଠିତ ହବେ, ଜଗତବାସୀ ଧର୍ମ ଶିକ୍ଷା କରିବେ।

ଯିରିମିୟଙ୍କ ବିଳାପ 3:3

ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି।

ଯିହିଜିକଲ 14:21

ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।

ଯିହିଜିକଲ 25:11

ତେଣୁ ମୁଁ ମାୟୋବକୁ ଦଣ୍ଡ ଦବେି। ତହୁଁ ସମାନେେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।

Interlinear

Choose Theme