ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
Cross references
ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।
ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।
ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।
ଯର୍ମୂତର ରାଜା 1, ଲାଖୀଶ୍ର ରାଜା 1
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,
ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,
ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।
ଅନନ୍ତର ଅଶୂରୀଯ ରାଜା ଲାଖୀଶକୁ ପ୍ରସ୍ଥାନ କରିଛି ବୋଲି ରବଶାକି ଶୁଣି ଫରେିଗଲା ଓ ଲିବନା ବିରୁଦ୍ଧ ରେ ତାକୁ ୟୁଦ୍ଧ କରୁଥିବାର ଦେଖିଲା।
ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।
ଅଦୋରଯିମ୍, ଲାଖୀଶ୍, ଅ ସକୋ,
ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।
ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'
ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।
ଯିହୁଦାର ଲୋକମାନେ ଓ ୟିରୁଶାଲମର ନିବାସୀମାନେ ସମାନଙ୍କେ ପାଖ ରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସମାନେେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସହେି ବିପଦ ସମୟରେ ସମାନଙ୍କେର ସହେି ମୂର୍ତ୍ତିମାନେ ସମାନଙ୍କେୁ ଉଦ୍ଧାର କରିପାରିବେ ନାହିଁ।
ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ, ତାହାର ଶାସନାଧୀନ ସମସ୍ତ ରାଜ୍ଯ ଓ ସମସ୍ତ ଗୋଷ୍ଠୀ ୟିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧ ରେ ୟୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।