ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧ ରେ କାର୍ୟ୍ଯ କରାଇବା। ଆମ୍ଭେ ମିଶର ରେ ଆଶ୍ଚର୍ୟ୍ଯ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ୟିବାକୁ ଦବେେ।
Cross references
କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ'ଣ କରିବି। ମାରେ ମହାନ ଶକ୍ତି ତାଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ ଏବଂ ସେ ମାରେ ଲୋକମାନଙ୍କୁ ୟିବାକୁ ଦବେ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ଯ କରିବ ତାଙ୍କର ଦେଶ ଛାଡ଼ି ୟିବା ପାଇଁ?
ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।
କିନ୍ତୁ ମୁଁ ଫାରୋଙ୍କ ହୃଦଯ କଠିନ କରିବି। ତା'ପରେ ମିଶର ଦେଶ ରେ ବହୁତ ଆଶ୍ଚର୍ୟ୍ଯ ଓ ଅଦ୍ଭୁତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ।
ବର୍ତ୍ତମାନ ସୁଦ୍ଧା, ମାରେ ପରାକ୍ରମ ଦ୍ବାରା ଏକ ରୋଗଦ୍ବାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶଷେ କରିସାରନ୍ତିଣି।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧ ରେ ଆଣିବା। ଏହାପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦବେ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡିଦବେ।
ଏହାପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମାେ ନିକଟକୁ ଆସିବେ ଏବଂ ମାେ ଆଗ ରେ ମଥାନତ କରିବେ। ସମାନେେ କହିବେ, ସମସ୍ତ ଲୋକମାନଙ୍କ ସହିତ ବାହାରି ୟାଅ। ଏହାପରେ ମୁଁ ୟିବି। ତା'ପରେ କୋର୍ଧ ରେ ମାଶାେ ଫାରୋଙ୍କୁ ପରିତ୍ଯାଗ କଲେ।'
ସହେି ରାତ୍ରି ରେ ରାଜା ଫାରୋ, ମାଶାେ ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ଯରୁ ବାହାର। ତୁମ୍ଭମାନଙ୍କର ବାକ୍ଯ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ୟାତ୍ରା କର।
ଲୋକମାନେ ସମାନଙ୍କେର ଚକଟା ମଇଦା ରେ ତାଡୀ ମିଶାଇ ପାରିନଥିଲେ। ଏବଂ ସମାନଙ୍କେର ୟାତ୍ରା ପାଇଁ ମଧ୍ଯ ସ୍ବତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନଥିଲେ। ତେଣୁ ସମାନେେ ତାଡୀ ବୀହିନ ରୋଟୀମାନ ପ୍ରସ୍ତୁତ କଲେ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶର ରେ ତୁମ୍ଭମାନଙ୍କ ସାକ୍ଷାତ ରେ ଯେ ସକଳ କର୍ମ କରିଅଛନ୍ତି, ସହେିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ବାରା ଓ ଚିହ୍ନଦ୍ବାରା ଓ ଆଶ୍ଚର୍ୟ୍ଯ କର୍ମଦ୍ବାରା, ୟକ୍ସ୍ଟଦ୍ଧଦ୍ବାରା, ପରାକ୍ରାନ୍ତ ହସ୍ତଦ୍ବାରା, ବିସ୍ତାରିତ ବାହକ୍ସ୍ଟଦ୍ବାରା ଓ ଭୟଙ୍କର ଆଶ୍ଚର୍ୟ୍ଯ କର୍ମଦ୍ବାରା ଅନ୍ୟ ଦେଶୀଯ ଲୋକଙ୍କ ମଧ୍ଯରକ୍ସ୍ଟ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତ ରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ୟ୍ଯକ୍ରିଯା ଦଖାଇେଲେ।
ତେଣୁ ସଦାପ୍ରଭୁ ଏକ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ପ୍ ରରଣେ କଲେ। ସହେି ଭବିଷ୍ଯଦ୍ବକ୍ତା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି ଓ ଦାସତ୍ବରକ୍ସ୍ଟ ମୁ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲି।
ଗିଦ୍ଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ ଓ ସମାନଙ୍କେୁ କାନକୋଳି କଣ୍ଟା ରେ ବାଡଇେଲେ।
ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।
ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ।
ଇଶ୍ରାୟେଲ ଲୋକମାନେ ଚାଲିୟିବାର ଦେଖି ମିଶରୀଯମାନେ ଖୁସି ହେଲେ। କାରଣ ସମାନେେ ପରମେଶ୍ବରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
ପରମେଶ୍ବର ହାମାେସ ଦେଶରେ ଆଶ୍ଚର୍ୟ୍ଯ କ୍ରିଯାମାନ କଲେ। ପରମେଶ୍ବର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ୟ୍ଯସାଧନ କରିଥିଲେ।
ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।
ସଦାପ୍ରଭୁ ମିଶରୀଯମାନଙ୍କୁ ଦଣ୍ଡ ଦବେେ। ଆଉ ମଧ୍ଯ ସମାନଙ୍କେୁ ସେ କ୍ଷମା ଦବେେ। ତେଣୁ ସମାନେେ ସଦାପ୍ରଭୁଙ୍କ ନିକଟକୁ ଚାଲି ଆସିବେ। ସଦାପ୍ରଭୁ ସମାନଙ୍କେର ପ୍ରାର୍ଥନା ଶୁଣିବେ ଓ ସମାନଙ୍କେୁ କ୍ଷମା ଦବେେ।
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
ହେ ସଦାପ୍ରଭୁ, ତୁମ୍ଭେ ମିଶର ରେ ନାନା ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସାଦନ କରିଅଛ। ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅନ୍ଯାନ୍ଯ ଲୋକମାନଙ୍କ ମଧିଅରେ ସହେି ଅଦ୍ଭୁତ ଲକ୍ଷଣ ଦଖାେଉଛ। ପୁଣି ଏହିସବୁ କାର୍ୟ୍ଯ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହାଇେଅଛ।
ତୁମ୍ଭେ ସହେି ଅଲୌକିକ ଶକ୍ତି, ଅଦ୍ଭୁତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ବାରା ତୁମ୍ଭର ଇଶ୍ରାୟେଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।
ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପର୍ୟ୍ଯନ୍ତ ନିଶ୍ଚଯ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ବାରା ତୁମ୍ଭମାନଙ୍କ ଊପ ରେ ରାଜା ହାଇେ ଶାସନ କରିବୁ।
ମହାୟାଜକ ସ୍ତିଫାନଙ୍କୁ ପଚ଼ାରିଲେ, ଏସବୁ କଥା କ'ଣ ସତ୍ଯ?
ତେଣୁ ମାଶାେ ମିଶର ଦେଶ ରେ ଓ ସୂଫ ସମୁଦ୍ର ରେ ତଥା ମରୂଭୂମିରେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ ପୂର୍ଣ୍ଣ ଚ଼ିହ୍ନ ଓ କାର୍ୟ୍ଯମାନ କରି ସମାନଙ୍କେୁ ବାହାରକୁ ଆଣିଲେ।