ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍ବ ରେ ଚରିବା ଉଚିତ୍ ନୁହେଁ।
Cross references
କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂ ରଇେ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସହେି ସୀମାକୁ ଯେପରି କହେି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ଯ ହେଉ ୟିଏ ପର୍ବତ ସ୍ପର୍ଶ କରିବ ସେ ମରିବ।
କିଏ ପଥର ଛଚୋ ରେ ମରିବ ତ କିଏ ବାଣ ଦ୍ବାରା ମରିବ। କିନ୍ତୁ କହେି ଏହି ବ୍ଯକ୍ତିକୁ ହତ୍ଯା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜୀବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ସମାନେେ ପର୍ବତ ଉପରକୁ ୟାଇ ପାରିବେ।
ସଦାପ୍ରଭୁ ମାଶାଙ୍କେୁ କହିଲେ, ତଳକୁ ୟାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସମାନେେ ମାେ ଆଡକୁ ଚାହିଁବେ ନାହିଁ କି ମାେ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ଯ କରେ ତବେେ ସେ ମରିବ।
ସହେି ସମୟରେ ହାରୋଣ ପ୍ରାଯଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନ ରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇଶ୍ରାୟେଲର ସମସ୍ତ ସମାଜ ପାଇଁ ଯେପର୍ୟ୍ଯନ୍ତ ପ୍ରାଯଶ୍ଚିତ କରି ନାହାନ୍ତି ସପେର୍ୟ୍ଯନ୍ତ ସମାଗମ ତମ୍ବୁ ରେ କୌଣସି ମଣିଷ ରହିବେ ନାହିଁ।
କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।
ସମାନେେ ଆଦେଶକୁ ସହି ପାରିଲେ ନାହିଁ : ଯଦି କିଏ, କୌଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' ହେଲେ ତାହାକୁ ପଥର ଆଘାତ ଦ୍ବାରା ମାରି ଦବୋକୁ ହବେ।322