Home Bibles ଯାତ୍ରା ପୁସ୍ତକ 19:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 19:13 · ଓଡ଼ିଆ ବାଇବେଲ

କିଏ ପଥର ଛଚୋ ରେ ମରିବ ତ କିଏ ବାଣ ଦ୍ବାରା ମରିବ। କିନ୍ତୁ କହେି ଏହି ବ୍ଯକ୍ତିକୁ ହତ୍ଯା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜୀବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ସମାନେେ ପର୍ବତ ଉପରକୁ ୟାଇ ପାରିବେ।

Cross references

ଯାତ୍ରା ପୁସ୍ତକ 19:16

ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।

ଯାତ୍ରା ପୁସ୍ତକ 19:19

ତୂରୀ ଧ୍ବନି ଅଧିକରୁ ଅଧିକ ଶବ୍ଦ ରେ ଶୁଭିଲା। ମାଶାେ ପରମେଶ୍ବରଙ୍କୁ ୟୋକୌଣସି ପ୍ରଶ୍ନ କଲେ ପରମେଶ୍ବର ପ୍ରେତ୍ୟକକ ଥର ବଜ୍ର ସ୍ବର ରେ ଉତ୍ତର ଦେଲେ।

ଯାତ୍ରା ପୁସ୍ତକ 21:28

ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

ଯାତ୍ରା ପୁସ୍ତକ 34:3

ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍‌ବ ରେ ଚରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 20:15

ଯଦି କହେି କୌଣସି ପଶୁକୁ ସଙ୍ଗମ କରେ, ତବେେ ସେ ନିଶ୍ଚଯ ହତ ହବେ ଓ ତୁମ୍ଭମାନେେ ମଧ୍ଯ ସହେି ପଶୁକୁ ବଧ କରିବ।

ବିଚାରକର୍ତାମାନଙ୍କ ବିବରଣ 20:37

ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:52

ଏହା କବଳେ ମୁହୂର୍ତ୍ତକ ମଧିଅରେ ଆଖି ପିଛୁଳାକେ, ଘଟି ୟିବ। ଯେତବେେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ବାସୀ ମରିଯାଇଛନ୍ତି ସମାନେେ ମୃତ୍ଯୁରୁ ଅନନ୍ତକାଳ ପାଇଁ ଉଥିତ ହବେେ ଓ ଆମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ଜୀବିତ ଅଛନ୍ତି, ସମାନେେ ପରିବର୍ତ୍ତିତ ହବେେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:16

ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।

ଏବ୍ରୀ 12:20

ସମାନେେ ଆଦେଶକୁ ସହି ପାରିଲେ ନାହିଁ : ଯଦି କିଏ, କୌଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' ହେଲେ ତାହାକୁ ପଥର ଆଘାତ ଦ୍ବାରା ମାରି ଦବୋକୁ ହବେ।322

Interlinear

Choose Theme