ତହୁଁ ମାଶାେ ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତାପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନଯ ପର୍ବତ ଉପରକୁ ଗଲେ ଏବଂ ସହେି ପ୍ରସ୍ତର ଫଳକକୁ ନିଜ ସହିତ ନଇଗେଲେ।
Cross references
ଏହାପରେ ମାଶାେ ଉପରକୁ ଚଢି ପରମେଶ୍ବରଙ୍କ ନିକଟକୁ ଗଲେ। ପରମେଶ୍ବର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ ତାକୁ କହିଲେ, ଏହି ସୂଚନା ଯାକୁବର ପରିବାର ଇଶ୍ରାୟେଲୀୟମାନଙ୍କୁ ଦିଅ।
ଏହାପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମାଶାଙ୍କେୁ ପର୍ବତ ଉପରକୁ ଡାକିଲେ। ତେଣୁ ମାଶାେ ପର୍ବତ ଉପରକୁ ଚଢି଼ଲେ।
ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।
ସହେି ସମୟରେ, ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ପ୍ରଥମଟି ପରି ଆଉ ଦକ୍ସ୍ଟଇଟି ପ୍ରସ୍ତର ଫଳକ ପ୍ରସ୍ତକ୍ସ୍ଟତ କରିବା ଉଚିତ୍। ଏହାପରେ ତୁମ୍ଭେ ଏହି ପର୍ବତ ଉପରେ ମାେ ପାଖକକ୍ସ୍ଟ ଆସ ଏବଂ ଆପଣା ପାଇଁ ଏକ କାଠ ସନ୍ଦକ୍ସ୍ଟକ ନିର୍ମାଣ କର।
ତେଣୁ ମୁ ଏକ ସିନ୍ଦକ୍ସ୍ଟକଟିକକ୍ସ୍ଟ ଶିଟୀମ କାଠ ରେ ପ୍ରସ୍ତକ୍ସ୍ଟତ କଲି ଏବଂ ପୂର୍ବପରି ଦିଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକକ୍ସ୍ଟ ଗଲି।