କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂ ରଇେ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସହେି ସୀମାକୁ ଯେପରି କହେି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ଯ ହେଉ ୟିଏ ପର୍ବତ ସ୍ପର୍ଶ କରିବ ସେ ମରିବ।
Cross references
ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।
ସଦାପ୍ରଭୁ ମାଶାଙ୍କେୁ କହିଲେ, ତଳକୁ ୟାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସମାନେେ ମାେ ଆଡକୁ ଚାହିଁବେ ନାହିଁ କି ମାେ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ଯ କରେ ତବେେ ସେ ମରିବ।
ତହିଁରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନଯ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ ଆଜ୍ଞା ଦଇେ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।
କବଳେ ମାଶାେ ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ଯ ମାଶାଙ୍କେ ସହିତ ପର୍ବତ ଉପରକୁ ଯିବେ ନାହିଁ।
ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍ବ ରେ ଚରିବା ଉଚିତ୍ ନୁହେଁ।
ସାବଧାନ! ତୁମ୍ଭମାନେେ ଯେଉଁ ଦେଶକୁ ଯାଉଛ ସମାନଙ୍କେ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭମାନେେ ସହେି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତବେେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହବେ।
ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସଯେୀର ଦଇେ ୟିବାକକ୍ସ୍ଟ ହବେ। ସହେି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସମାନେେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ!
କିନ୍ତୁ ସାବଧାନ ହକ୍ସ୍ଟଅ। ନିଶ୍ଚିତ ରୂପେ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଦେଖିଥିବା କାର୍ଯଗୁଡିକ କଦାପି ଭକ୍ସ୍ଟଲିବ ନାହିଁ। ତୁମ୍ଭମାନେେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତକ୍ସ୍ଟଣୀମାନଙ୍କୁ ସଗେକ୍ସ୍ଟଡିକ ଶିକ୍ଷା ଦିଅ।
କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସମାନଙ୍କେର ଅଧିକ ନିକଟବର୍ତ୍ତୀ ହବେନାହିଁ। ତାଙ୍କ ପଛ ରେ 2,000 ହାତ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଓ ନିଯମ ସିନ୍ଦକ୍ସ୍ଟକ ମଧିଅରେ ବ୍ଯବଧାନ ରେ ରହିବ। ତୁମ୍ଭେ ଏ ବାଟ ଦଇେ ଆଗରକ୍ସ୍ଟ ୟାଇନାହିଁ। କିନ୍ତୁ ଯଦି ତୁମ୍ଭେ ସମାନଙ୍କେୁ ଅନକ୍ସ୍ଟସରଣ କର, ତବେେ ତୁମ୍ଭମାନେେ ଜାଣିପାରିବ ଯେ, ତୁମ୍ଭମାନେେ କେଉଁ ରାସ୍ତା ରେ ୟିବା ଉଚିତ୍।
ସମାନେେ ଆଦେଶକୁ ସହି ପାରିଲେ ନାହିଁ : ଯଦି କିଏ, କୌଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' ହେଲେ ତାହାକୁ ପଥର ଆଘାତ ଦ୍ବାରା ମାରି ଦବୋକୁ ହବେ।322