Home Bibles ଯାତ୍ରା ପୁସ୍ତକ 30:1 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 30:1 · ଓଡ଼ିଆ ବାଇବେଲ

ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 30:7

ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

ଯାତ୍ରା ପୁସ୍ତକ 30:10

ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।

ଯାତ୍ରା ପୁସ୍ତକ 31:8

ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,

ଯାତ୍ରା ପୁସ୍ତକ 35:15

ଧୂପବଦେୀ, ତାରସାଙ୍ଗୀ, ଅଭିଷକୋର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର।

ଯାତ୍ରା ପୁସ୍ତକ 37:25

ସେ ଏକ ଧୂପ ଜଳାଇବା ପାଇଁ ଗୋଟିଏ ବଦେୀ ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ଯବହାର କଲେ। ଏହି ବଦେୀଟି ଏକ ବର୍ଗାକାର, ଯାହାର ର୍ଦୈଘ୍ଯ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇହାତ। ଶିଙ୍ଗଗୁଡିକ ତିଆରି ହାଇେଥିଲା ବଦେୀର ଅଂଶ ଭାବରେ।

ଯାତ୍ରା ପୁସ୍ତକ 39:38

ସ୍ବର୍ଣ୍ଣମଯ ୟଜ୍ଞବଦେୀ, ଅଭିଷକୋର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ବାର ନିମନ୍ତେ ପରଦା।

ଯାତ୍ରା ପୁସ୍ତକ 40:5

ନିଯମ-ସିନ୍ଦୁକ ସମ୍ମୁଖ ରେ ସୁବର୍ଣ୍ଣର ଧୂପବଦେି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।

ଲେବୀୟ ପୁସ୍ତକ 4:7

ଯାଜକ ସଦାପ୍ରଭୁଙ୍କ ଆଗ ରେ କିଛି ରକ୍ତ ନଇେ ସମାଗମ ତମ୍ବୁର ସୁଗନ୍ଧି ଧୂପବଦେୀର ପାଶର୍‌ବ ରେ ରଖିବା ଉଚିତ୍ ହବେ। ତ'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନଇେ ସମାଗମ ତମ୍ବୁର ଦ୍ବାରସ୍ଥିତ ୟଜ୍ଞବଦେୀ ମୂଳ ରେ ଢାଳିବ।

ଲେବୀୟ ପୁସ୍ତକ 4:18

ଆଉ ଯାଜକ ସହେି ରକ୍ତରୁ କିଛି ନଇେ ସମାଗମ ତମ୍ବୁ ମଧିଅରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀ ଶୃଙ୍ଗ ଉପରେ ଦବେ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ ତମ୍ବୁର ଦ୍ବାର ସମୀପକୁ ହୋମବଦେୀ ମୂଳ ରେ ଢାଳିବ।

ଗଣନା ପୁସ୍ତକ 4:11

ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।

ପ୍ରଥମ ରାଜାବଳୀ 6:20

ଏହି ଗର୍ଭାଗାରଟି କୋଡିଏ ହାତ ଦୀର୍ଘ, କୋଡିଏ ହାତ ଚଉଡା ଓ କୋଡିଏ ହାତ ଉଚ୍ଚ ଥିଲା।

ପ୍ରଥମ ରାଜାବଳୀ 7:48

ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:

ଦିତୀୟ ବଂଶାବଳୀ 26:16

କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ଯିହିଜିକଲ 41:22

ୟଜ୍ଞବଦେୀ କାଷ୍ଠ ନିର୍ମିତ ତିନିହାତ ଉଚ୍ଚ ଥିଲା ଓ ତାହାର ର୍ଦୈଘ୍ଯ ଦୁଇହାତ ଥିଲା। ଆଉ ତାହାର କଣସବୁ ତହିଁର ର୍ଦୈଘ୍ଯ। ତହିଁର ଚାରିପାଖ କାଷ୍ଠମଯ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମଜେ ଏହି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:3

ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।

Interlinear

Choose Theme