ଯାତ୍ରା ପୁସ୍ତକ 30:2 · ଓଡ଼ିଆ ବାଇବେଲ
ଏହି ବଦେୀ ବର୍ଗାକାର ହବେ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହବୋ ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବଦେୀର ଅଂଶ ହବେ।
Cross references
ଯାତ୍ରା ପୁସ୍ତକ 27:2
ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।