Home Bibles ☰ Books ଯାତ୍ରା ପୁସ୍ତକ 31:8 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 31:8 · ଓଡ଼ିଆ ବାଇବେଲ

ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,

Cross references

ଯାତ୍ରା ପୁସ୍ତକ 25:23

ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଯାତ୍ରା ପୁସ୍ତକ 25:31

ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

ଯାତ୍ରା ପୁସ୍ତକ 30:1

ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।

ଯାତ୍ରା ପୁସ୍ତକ 37:10

ଏହାପରେ ସେ ଶିଟୀମ୍ କାଠ ରେ ଏକ ମଜେ ତିଆରି କଲେ। ଏହାର ଲମ୍ବ ଦୁଇହାତ, ଏକହାତ ଚଉଡା, ଦେଢହାତ ଉଚ୍ଚତା ଥିଲା।

Interlinear

Choose Theme