Home Bibles ☰ Books ଯାତ୍ରା ପୁସ୍ତକ 28:42 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:42 · ଓଡ଼ିଆ ବାଇବେଲ

ସମାନଙ୍କେର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟୀଠାରୁ ଜଙ୍ଘ ପର୍ୟ୍ଯନ୍ତ ଶୁକ୍ଲ ଜଙ୍ଘିଆ ତିଆରି କର।

Cross references

ଯାତ୍ରା ପୁସ୍ତକ 20:26

ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବଦେୀ ଉପରେ ଯମେନ୍ତ ଅନାବୃତ ନହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦଇେ ଆମ୍ଭ ୟଜ୍ଞବଦେୀ ଉପରକୁ ଉଠିବ ନାହିଁ।

ଯାତ୍ରା ପୁସ୍ତକ 39:28

ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।

ଲେବୀୟ ପୁସ୍ତକ 6:3

କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,

ଲେବୀୟ ପୁସ୍ତକ 6:10

ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍‌ବା ରେ ରଖିବା ଉଚିତ୍।

ଲେବୀୟ ପୁସ୍ତକ 16:4

ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଯିହିଜିକଲ 44:18

ସମାନଙ୍କେ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶ ରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ବଦେ ଜାତ ହେଲାଭଳି କୌଣସି ପୋଷାକ ସମାନେେ ପିନ୍ଧିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:18

ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।

Interlinear

Choose Theme