ଯାତ୍ରା ପୁସ୍ତକ 26:22 · ଓଡ଼ିଆ ବାଇବେଲ
ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।
Cross references
ଯାତ୍ରା ପୁସ୍ତକ 26:15
ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।
ଯାତ୍ରା ପୁସ୍ତକ 36:27
ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସମାନେେ ଛଅଟି ପଟା ତିଆରି କଲେ।