ଯାତ୍ରା ପୁସ୍ତକ 26:23 · ଓଡ଼ିଆ ବାଇବେଲ
ପବିତ୍ର ତମ୍ବୁର ସହେି ପଛପଟେ ପ୍ରେତ୍ୟକକ ପାଖ କୋଣ ରେ ଦୁଇଖଣ୍ଡ ତକ୍ତା ରହିବ।
Cross references
ପ୍ରଥମ ରାଜାବଳୀ 6:16
ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।