ଯାତ୍ରା ପୁସ୍ତକ 36:27 · ଓଡ଼ିଆ ବାଇବେଲ
ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସମାନେେ ଛଅଟି ପଟା ତିଆରି କଲେ।
Cross references
ଯାତ୍ରା ପୁସ୍ତକ 26:22
ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।
ଯାତ୍ରା ପୁସ୍ତକ 26:27
ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।