Home Bibles ☰ Books ଯାତ୍ରା ପୁସ୍ତକ 25:33 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:33 · ଓଡ଼ିଆ ବାଇବେଲ

ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

Cross references

ଯାତ୍ରା ପୁସ୍ତକ 37:19

ପ୍ରେତ୍ୟକକ ଶାଖା ରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖା ରେ ରହିଲା।

ଗଣନା ପୁସ୍ତକ 17:4

ସମାଗମ ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁ ରେ ଏହିସବୁ ଆଶାବାଡି ସହେିଠା ରେ ରଖ । ଯେଉଁ ସ୍ଥାନ ରେ ମୁଁ ତୁମ୍ଭ ସହିତ ଦଖାେ କରେ।

ଯିରିମିୟ 1:11

ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?

ଯିଖରିୟ 4:3

ସହେି ପାତ୍ରର ଦକ୍ଷିଣ ଓ ବାମ ପାଶର୍‌ବ ରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।

Interlinear

Choose Theme