ଯାତ୍ରା ପୁସ୍ତକ 25:32 · ଓଡ଼ିଆ ବାଇବେଲ
ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍ବରୁ ତିନି ଦୀପଶାଖା ବାହାରିବ।
Cross references
ଯାତ୍ରା ପୁସ୍ତକ 31:4
ବତ୍ସଲଲେ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ୟ୍ଯମାନ ଉତ୍ତମ ଭାବରେ କରିପାରୁ ଥିଲେ।