ଯାତ୍ରା ପୁସ୍ତକ 37:19 · ଓଡ଼ିଆ ବାଇବେଲ
ପ୍ରେତ୍ୟକକ ଶାଖା ରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖା ରେ ରହିଲା।
Cross references
ଯାତ୍ରା ପୁସ୍ତକ 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।