Home Bibles ଦିତୀୟ ବିବରଣ 33:27 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 33:27 · ଓଡ଼ିଆ ବାଇବେଲ

ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'

Cross references

ଆଦି ପୁସ୍ତକ 49:24

କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳି ପରମେଶ୍ବର ଇଶ୍ରାୟେଲର ମଷେପାଳକଠାରୁ କୌଶଳ ପ୍ରାପ୍ତ ହାଇେଥିଲା।

ଯାତ୍ରା ପୁସ୍ତକ 23:28

ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।

ଦିତୀୟ ବିବରଣ 7:2

ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।

ଦିତୀୟ ବିବରଣ 9:3

ଏଣୁ ଆଜି ଏହା ଜ୍ଞାତ ହକ୍ସ୍ଟଅ, ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବଯଂ ଗ୍ରାସକାରୀ ଅଗ୍ନିସକ୍ସ୍ଟରୂପ ହାଇେ ତକ୍ସ୍ଟମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସମାନଙ୍କେୁ ସଂହାର କରିବେ ଓ ସମାନଙ୍କେୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ନତ କରିବେ। ତହିଁରେ ତକ୍ସ୍ଟମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ତଡି ଦବେ ଓ ସମାନଙ୍କେୁ ଶିଘ୍ର ବିନାଶ କରିବ।

ଯିହୋଶୂୟ 24:18

ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶ ରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇ ମାରେୀଯମାନଙ୍କୁ ମଧ୍ଯ ପରାସ୍ତ କରିଛନ୍ତି, ଯେଉଁଠା ରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛକ୍ସ୍ଟ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ କି? ନା ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ବର।

ପ୍ରଥମ ଶାମୁୟେଲ 15:29

ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।

ଗୀତସଂହିତା 18:2

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।

ଗୀତସଂହିତା 27:5

ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।

ଗୀତସଂହିତା 36:7

ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ଗୀତସଂହିତା 46:7

ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

ଗୀତସଂହିତା 46:11

ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

ଗୀତସଂହିତା 48:3

ଯେଉଁ ଲୋକମାନେ ସହେିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି, ସମାନେେ ଜାଣନ୍ତି ୟେ ତାଙ୍କର ସମସ୍ତ ପ୍ରାସାଦର ଆଶ୍ରଯସ୍ଥଳର ନିରାପଦ ଆଶ୍ରଯସ୍ଥଳ ପରମେଶ୍ବର ଅଟନ୍ତି।

ଗୀତସଂହିତା 68:34

ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।

ଗୀତସଂହିତା 90:1

ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

ଗୀତସଂହିତା 91:1

ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ଗୀତସଂହିତା 91:9

ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ !ୟଦି ପରମେଶ୍ବରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଗୀତସଂହିତା 102:24

ତଣେୁ ମୁଁ କହିଲି, ମାେ ପରମେଶ୍ବର ୟୁବାବସ୍ଥାରେ ମାରେ ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର।

ଗୀତସଂହିତା 139:5

ସଦାପ୍ରଭୁ ତୁମ୍ଭେ ମାରେ ଚତୁପାଶର୍‌ବରେ ଅଛ, ମାେ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମାେ ଉପରେ ରଖିଥାଅ।

ହିତୋପଦେଶ 10:25

ଯେତବେେଳେ ଘୂର୍ଣ୍ଣିବାଯୁ ବ ହେ, ଦୁଷ୍ଟ ଲୋକ ଅନ୍ତର୍ଧାନ ହାଇଯେିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାଯୀ ସ୍ବରୂପ ରହେ।

ହିତୋପଦେଶ 18:10

ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।

ପରମଗୀତ 2:6

ତାହାଙ୍କ ବାମହସ୍ତ ମାେ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରେ।

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯିଶାଇୟ 25:4

ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।

ଯିଶାଇୟ 26:4

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କଠା ରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।

ଯିଶାଇୟ 32:2

ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।

ଯିଶାଇୟ 57:15

କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ଯିରିମିୟ 10:10

ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।

ଯିରିମିୟ 50:21

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥଯିମ୍ ଓ ପପୋଦ ନିବାସୀମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କର। ସମାନଙ୍କେ ପେଛ ପେଛ ୟାଇ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ନିଃଶଷେ କର। ଆମ୍ଭର ଆଜ୍ଞାକୁ କହିବାନୁସା ରେ ପାଳନ କର।

ହୋଶେୟ 11:3

ଆମ୍ଭେ ଇଫ୍ରଯିମକୁ ଗ୍ଭଲିବା ଶିଖାଇଲୁ। ଆମ୍ଭେ ଇଶ୍ରାୟେଲୀୟଙ୍କୁ ଆମ୍ଭର ବାହୁ ରେ ନଇେଥିଲୁ। ଆମ୍ଭେ ସମାନଙ୍କେୁ ସୁସ୍ଥ କଲୁ। କିନ୍ତୁ ସମାନେେ ତାହା ଅନୁଭବ କଲେ ନାହିଁ।

ମୀଖା 5:1

ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।

ମୀଖା 5:2

କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।

ଲୂକଲିଖିତ ସୁସମାଚାର 13:34

ୟିରୂଶାଲମ! ହେ ୟିରୂଶାଲମ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ବର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡି ମାରି ଦଇେଛ। ମୁଁ ଅନକେ ଥର ତୁମ୍ଭ ଲୋକମାନଙ୍କୁ ସାହାୟ୍ଯ କରିବାକୁ ଚାହିଁଛି। ଗୋଟିଏ କୁକୁଡା ତାର ପକ୍ଷତଳେ କୁକୁଡାଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଚାହିଁଥିଲି। କିନ୍ତୁ ତୁମ୍ଭମାନେେ ମାେତେ ତାହା କରଇେ ଦଲନୋହିଁ।

ଯୋହନଲିଖିତ ସୁସମାଚାର 10:28

ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 8:2

ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।

ରୋମୀୟଙ୍କ ପ୍ରତି ପତ୍ର 16:20

ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:9

ଏହା ମାେତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା ରେ ରହିବାକୁ ସାହାୟ୍ଯ କରେ। ଖ୍ରୀଷ୍ଟଙ୍କ ସହଭାଗିତା ରେ ମୁଁ ପରମେଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ପରମେଶ୍ବରଙ୍କଠାରୁ ଆ ସେ। ପରମେଶ୍ବର ତାହାଙ୍କ ପ୍ରତି ମାେତେ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା ରେ ମାରେ ବିଶ୍ବାସକୁ ବ୍ଯବହାର କରନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:17

ସହେି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ଯ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ୟୁଗେ ୟୁଗେ କବଳେ ପରମେଶ୍ବରଙ୍କର। ଆମେନ୍।

ଏବ୍ରୀ 9:14

ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

Interlinear

Choose Theme