Home Bibles ଯିହୋଶୂୟ 24:12 · ଓଡ଼ିଆ ବାଇବେଲ
ଯିହୋଶୂୟ 24:12 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।

Cross references

ଯାତ୍ରା ପୁସ୍ତକ 23:28

ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।

ଗଣନା ପୁସ୍ତକ 21:31

ଏହିରୂପେ ଇଶ୍ରାୟେଲ ଇ ମାରେୀଯମାନଙ୍କ ଦେଶ ରେ ବାସ କଲେ।

ଗଣନା ପୁସ୍ତକ 21:32

ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।

ଦିତୀୟ ବିବରଣ 4:46

ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍‌ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।

ଦିତୀୟ ବିବରଣ 4:47

ଏବଂ ସମାନେେ ତା'ର ଭୂମିକକ୍ସ୍ଟ ବାଶନର ରାଜା ଓଗ୍ର ଭୂମିକକ୍ସ୍ଟ ଅଧିକାର କଲେ। ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ଇମାରେୀୟମାନଙ୍କର ଦକ୍ସ୍ଟଇ ରାଜା ଥିଲେ।

ଦିତୀୟ ବିବରଣ 7:20

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ସମାନଙ୍କେ ପାଇଁ ବିରକ୍ସ୍ଟଡି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ରକ୍ଷା ପାଇବେ। ସେ ସହେି ଲୋକମାନଙ୍କୁ ଧ୍ବଂସ କରିବେ।

ଦିତୀୟ ବିବରଣ 31:4

ସଦାପ୍ରଭୁ ଇମାରେୀୟ ରାଜା ସୀହାନେ ଓ ଓଗ୍କକ୍ସ୍ଟ ସମାନଙ୍କେର ଦେଶକକ୍ସ୍ଟ ବିନାଶ କଲାପରି, ସେ ସମାନଙ୍କେୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୂନ୍ନରାଯ ସହେିପରି କହିବେ।

ଯିହୋଶୂୟ 2:10

ଆମ୍ଭମାନେେ ଭୟ କରୁଅଛକ୍ସ୍ଟ କାରଣ ଆମ୍ଭେ ଶକ୍ସ୍ଟଣିଛକ୍ସ୍ଟ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛନ୍ତି। ଆମ୍ଭେ ଜାଣକ୍ସ୍ଟ ତୁମ୍ଭେ ମିଶରରକ୍ସ୍ଟ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକକ୍ସ୍ଟ ଶକ୍ସ୍ଟଖାଇ ଦେଲେ। ଆମ୍ଭେ ଆହକ୍ସ୍ଟରି ଜାଣକ୍ସ୍ଟ ତୁମ୍ଭେ କିପରି ୟର୍ଦ୍ଦନ ପୂର୍ବ ପାରିସ୍ଥ ସୀହାନେ ଓ ଓଗ୍ ନାମକ ଦକ୍ସ୍ଟଇଜଣ ଇ ମାରେୀଯ ରାଜାଙ୍କକ୍ସ୍ଟ ବିନାଶ କରିଅଛ।

ଗୀତସଂହିତା 44:3

ଆମ୍ଭର ପିତୃପୁରୁଷଙ୍କ ଖଡ୍ଗ ଦ୍ବାରା ଏ ରାଜ୍ଯ ମିଳି ନାହିଁ। ସମାନଙ୍କେର ବଳିଷ୍ଠ ବାହୁ ୟୁଗଳ ସମାନଙ୍କେୁ ବିଜଯୀ କରି ନାହିଁ। ଏହା କବଳେ ସମ୍ଭବ ହାଇେଛି, ତୁମ୍ଭେ ସମାନଙ୍କେ ସାଙ୍ଗରେ ଥିଲ। ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସମାନଙ୍କେୁ ଭଲ ପାଉଥିଲ।

ଗୀତସଂହିତା 44:4

ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।

ଗୀତସଂହିତା 80:10

ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।

ଗୀତସଂହିତା 135:11

ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ।

Interlinear

Choose Theme