ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।
Cross references
ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।
ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦଲେି ତାହା ଅନୁସରଣ କର ମୁଁ ତୁମ୍ଭର ଶତୃମାନଙ୍କୁ ଏହି ଦେଶରୁ ବିତାଡିତ କରିବି। ମୁଁ କିଣାନୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ବିତାଡିତ କରିବି।
ସେ ତକ୍ସ୍ଟମ୍ଭଠାରକ୍ସ୍ଟ ଅଧିକ ବଳବାନ ଓ ବହକ୍ସ୍ଟ ସଂଖ୍ଯକ, ଅନ୍ୟଦେଶୀଯମାନଙ୍କୁ ତୁମ୍ଭମାନଙ୍କ ଆଗରକ୍ସ୍ଟ ତଡି ଦଇେଛନ୍ତି। ସେ ସମାନଙ୍କେ ଦେଶ ରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ର ରେ ଦେଲେ, ଯାହା ଆଜି ହାଇେଛି।
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ସମ୍ମିଖରକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢିବେ। ତୁମ୍ଭେ ସମାନଙ୍କେୁ ଏକା ବେଳେ ବିନାଶ କରିବ ନାହିଁ, କଲେ ବନ ପଶକ୍ସ୍ଟମାନେ ତକ୍ସ୍ଟମ୍ଭ ପ୍ରତିକୂଳ ରେ ବଢି ଉଠିବେ।
ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।
ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।
ସଦାପ୍ରଭୁ ତୁମ୍ଭମାନଙ୍କୁ ବହକ୍ସ୍ଟତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାୟ୍ଯ କଲେ। ସଦାପ୍ରଭୁ ସମାନଙ୍କେୁ ବିତାଡିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସକ୍ସ୍ଟଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହବେ ନାହିଁ।