Home Bibles ଯାତ୍ରା ପୁସ୍ତକ 23:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 23:24 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।

Cross references

ଯାତ୍ରା ପୁସ୍ତକ 20:3

ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଯାତ୍ରା ପୁସ୍ତକ 20:5

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଯାତ୍ରା ପୁସ୍ତକ 32:20

ଏହାପରେ ମାଶାେ ସମାନେେ ତିଆରି କରିଥିବା ବାଛୁରୀକୁ ନଇଗେଲେ ଏବଂ ସେ ଏହାକୁ ନିଆଁ ରେ ତରଳାଇ ଦେଲେ। ଏହାପରେ ସେ ପଷେି ଦେଲେ ଏବଂ ତାକୁ ପାଣି ରେ ମିଶାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସହେି ପାଣି ପାଆଇଲେ।

ଯାତ୍ରା ପୁସ୍ତକ 34:13

ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।

ଲେବୀୟ ପୁସ୍ତକ 18:3

ଅତୀତ ରେ ତୁମ୍ଭମାନେେ ମିଶର ଦେଶ ରେ ବାସ କରୁଥିଲ, ସହେି ଦେଶ ରେ ସମାନେେ କଲାପରି, ତୁମ୍ଭମାନେେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦବୋକୁ ଯାଉଅଛି, ସଠାେରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁକିମ୍ବା ସମାନଙ୍କେର ପ୍ରଥା ଅନୁସରୋ ଚଳିବ ନାହିଁ।

ଲେବୀୟ ପୁସ୍ତକ 18:26

ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ବିଧି ପାଳନ କରିବ। ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ ଏହି ସକଳ ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବ ନାହିଁ।

ଗଣନା ପୁସ୍ତକ 25:2

ସମାନଙ୍କେର ଭଣ୍ତ ଦବେତାଙ୍କୁ ବଳିଦବୋ ନିମନ୍ତେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସମାନେେ ବଳିଦାନ ଭୋଜନ କଲେ ଓ ସମାନଙ୍କେ ଭଣ୍ତ ଦବେତାଗଣଙ୍କୁ ପୂଜା କଲେ।

ଗଣନା ପୁସ୍ତକ 33:52

ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।

ଦିତୀୟ ବିବରଣ 7:5

ମାତ୍ର ତୁମ୍ଭମାନେେ ସମାନଙ୍କେ ପ୍ରତି ଏରୂପେ ବ୍ଯବହାର କରିବ। ତୁମ୍ଭମାନେେ ସମାନଙ୍କେ ୟଜ୍ଞବଦେୀ ସକଳ ଭଗ୍ନ କରିବ ଓ ସମାନଙ୍କେ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶରୋର ମୂର୍ତ୍ତିସଳକ ହାଣି ପକାଇବ। ପକ୍ସ୍ଟଣି ସମାନଙ୍କେ ଖାଦେିତ ପ୍ରତିମାସବୁ ଅଗ୍ନି ରେ ଦଗ୍ଧ କରିବ।

ଦିତୀୟ ବିବରଣ 7:25

ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

ଦିତୀୟ ବିବରଣ 12:3

ତୁମ୍ଭମାନେେ ସମାନଙ୍କେ ୟଜ୍ଞଦବେୀ ସକଳ ଭଗ୍ନ କରିବ ଓ ସମାନଙ୍କେର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶରୋର ମୀର୍ତ୍ତୀ ସବୁକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବ। ସମାନଙ୍କେର ଖୋଦିତ ଦବେ ପ୍ରତିମାଗଣଙ୍କକ୍ସ୍ଟ ହାଣି ପକାଇବ। ସେ ସ୍ଥାନରକ୍ସ୍ଟ ସମାନଙ୍କେ ନାମ ଲୋପ କରିବ।

ଦିତୀୟ ବିବରଣ 12:30

ସମାନଙ୍କେୁ ବିନାଶ କଲାପରେ, ତୁମ୍ଭମାନେେ ବହକ୍ସ୍ଟତ ସାବଧାନ ହବୋ ଉଚିତ୍। ଯେପରି ସମାନଙ୍କେର ଫାନ୍ଦ ରେ ପଡି ସମାନଙ୍କେ ଦବଗେଣଙ୍କର ପୂଜା ନକର। ସାବଧାନ ହକ୍ସ୍ଟଅ ଯେ, ତୁମ୍ଭେ ସମାନଙ୍କେର ଦବେତାମାନଙ୍କୁ ଅନକ୍ସ୍ଟସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ' ସହେି ଗୋଷ୍ଠୀମାନେ କିପରି ସମାନଙ୍କେର ଦବେତାମାନଙ୍କୁ ପୂଜା କରୁଥିଲେ, ଆମ୍ଭମାନେେ ମଧ୍ଯ ସପରେି କରିବକ୍ସ୍ଟ?,

ଦିତୀୟ ରାଜାବଳୀ 17:8

ଜାତିମାନଙ୍କ ଦ୍ବାରା କରିଥିବା କାର୍ୟ୍ଯଗୁଡିକ ସମାନେେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ଯାଗ କରିବାକୁ ବାଧ୍ଯ ହେଲେ, ଯେତବେେଳେ ଇଶ୍ରାୟେଲ ଲୋକମାନେ ଆସିଲେ।

ଦିତୀୟ ରାଜାବଳୀ 17:11

ପୁଣି ସଠାେରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କ ରେ ସଦାପ୍ରଭୁଙ୍କ ଦ୍ବାରା ବିତାଡିତ ହାଇେଥିବା ଦେଶୀଯମାନଙ୍କ ପରି ସମାନେେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ।

ଦିତୀୟ ରାଜାବଳୀ 18:4

ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରି ଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶରୋ ମୂର୍ତ୍ତୀ ଗୁଡିକୁ କାଟି ପକାଇଲେ। ପୁଣି ମାଶାେ ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ଯ ରେ ଇଶ୍ରାୟେଲ ସନ୍ତାନଗଣ ସହେି ସମୟ ପର୍ୟ୍ଯନ୍ତ ଧୂପ ଜଳାଉଥିଲେ। ଏହାର ନାମ ନହୁଷ୍ଟର୍ନ ରଖିଲେ।

ଦିତୀୟ ବଂଶାବଳୀ 14:2

ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।

ଦିତୀୟ ବଂଶାବଳୀ 25:14

ଅମତ୍ସିଯ ଇଦୋମୀଯ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସଯେୀରର ଲୋକମାନେ ଯେଉଁ ଦବେ ପ୍ରତିମାକୁ ପୂଜା କରୁଥିଲେ, ସଗେୁଡ଼ିକୁ ସଙ୍ଗ ରେ ଆଣିଥିଲେ। ଅମତ୍ସିଯ ସହେି ଦବେ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସହେି ଦବେତାମାନଙ୍କର ସମ୍ମୁଖ ରେ ପ୍ରଣିପାତ କଲେ ଓ ସେ ସମାନଙ୍କେର ନିକଟରେ ଧୂପ ଜ୍ବଳାଇଲେ।

ଦିତୀୟ ବଂଶାବଳୀ 33:2

ଯେଉଁ ବିଷଯଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସହେିସବୁ କାର୍ୟ୍ଯ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦଇେଥିଲେ, ମନଃଶି ସହେି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ।

ଦିତୀୟ ବଂଶାବଳୀ 33:9

ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।

ଦିତୀୟ ବଂଶାବଳୀ 34:3

ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଗୀତସଂହିତା 101:3

ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।

ଗୀତସଂହିତା 106:35

ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।

ଯିହିଜିକଲ 16:47

ତୁମ୍ଭେ କବଳେ ସମାନଙ୍କେର ଘୃଣ୍ଯ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଭ୍ରଷ୍ଟାଚାର କରିଛ।

ହୋଶେୟ 10:2

ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କୁ ଠକିବାକୁ ଚୋଷ୍ଟା କଲେ କିନ୍ତୁ ବର୍ତ୍ତମାନ ସମାନେେ ସମାନଙ୍କେର ଦୋଷ ସ୍ବୀକାର କରିବେ। ସଦାପ୍ରଭୁ ସମାନଙ୍କେର ୟଜ୍ଞବଦେୀକୁ ଭାଙ୍ଗି ଦବେେ। ସେ ସମାନଙ୍କେର ସ୍ମୃତିସ୍ତମ୍ଭକୁ ଧ୍ବଂସ କରି ଦବେେ।

Interlinear

Choose Theme