Home Bibles ଯିହିଜିକଲ 16:47 · ଓଡ଼ିଆ ବାଇବେଲ
ଯିହିଜିକଲ 16:47 · ଓଡ଼ିଆ ବାଇବେଲ

ତୁମ୍ଭେ କବଳେ ସମାନଙ୍କେର ଘୃଣ୍ଯ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଭ୍ରଷ୍ଟାଚାର କରିଛ।

Cross references

ପ୍ରଥମ ରାଜାବଳୀ 16:31

ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 21:9

ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।

ଦିତୀୟ ରାଜାବଳୀ 21:16

ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ଯିହିଜିକଲ 5:6

ଆଉ ୟିରୁଶାଲମର ଲୋକମାନେ ଦୁଷ୍ଟତା କରି ସହେି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ୍ ଶାସନାବଳି ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧ ରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସମାନେେ ଆମ୍ଭର ଶାସନାବଳି ଅଗ୍ରାହ୍ଯ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାଁନ୍ତି।

ଯିହିଜିକଲ 5:7

ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭମାନେେ ମାେ ଆଜ୍ଞାନୁସା ରେ ବ୍ଯବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।

ଯିହିଜିକଲ 8:17

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।

ଯିହିଜିକଲ 16:48

ମାରେସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମାରଜେୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ ତୁମ୍ଭପରି ଓ ତୁମ୍ଭ କନ୍ଯାଗଣ ପରି କୁକର୍ମ କରି ନାହାଁନ୍ତି।

ଯିହିଜିକଲ 16:51

ପରମେଶ୍ବର କହିଲେ, ଶମରିଯା ତୁମ୍ଭ ପାପସବୁର ଅର୍ଦ୍ଧକେ ପାପ କରି ନାହିଁ। ତୁମ୍ଭର ବ୍ଯବହାର ତା' (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ଯ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ।

ଯୋହନଲିଖିତ ସୁସମାଚାର 15:21

ଲୋକମାନେ ମାେ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ଯବହାର କରିବେ। କାରଣ ସମାନେେ ମାରେ ପ୍ ରରଣୋକର୍ତ୍ତାଙ୍କୁ ଜାଣନ୍ତି ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:1

ଲୋକେ ପ୍ରକୃତ ରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ୟୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ବରଙ୍କୁ ନ ଜାଣିଥିବା ଲୋକମାନଙ୍କ ଠା ରେ ମଧ୍ଯ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,

Interlinear

Choose Theme