ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।
Cross references
ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।
ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।
ମାତ୍ର ତୁମ୍ଭମାନେେ ସମାନଙ୍କେ ପ୍ରତି ଏରୂପେ ବ୍ଯବହାର କରିବ। ତୁମ୍ଭମାନେେ ସମାନଙ୍କେ ୟଜ୍ଞବଦେୀ ସକଳ ଭଗ୍ନ କରିବ ଓ ସମାନଙ୍କେ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶରୋର ମୂର୍ତ୍ତିସଳକ ହାଣି ପକାଇବ। ପକ୍ସ୍ଟଣି ସମାନଙ୍କେ ଖାଦେିତ ପ୍ରତିମାସବୁ ଅଗ୍ନି ରେ ଦଗ୍ଧ କରିବ।
ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।
ତୁମ୍ଭମାନେେ ଯେଉଁ ଗୋଷ୍ଠୀଯମାନଙ୍କୁ ଅଧିକାର କରିବ, ସମାନଙ୍କେର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମକ୍ସ୍ଟହ ଉପରେ ଓ ପ୍ରେତ୍ୟକକ ସତଜେ ବୃକ୍ଷ ତଳେ, ଯେଉଁସବୁ ସ୍ଥାନ ରେ ନିଜ ନିଜ ଦବେତାମାନଙ୍କୁ ପୂଜା କଲେ, ସହେି ସକଳ ସ୍ଥାନ ନିଶ୍ଚଯ ବିନଷ୍ଟ କରିବ।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିବ, ତହିଁ ନିକଟରେ ଆଶରୋର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।
ମୂର୍ତ୍ତିଗକ୍ସ୍ଟଡିକ ସକାେଶ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଘୃଣା କରନ୍ତି।
କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍ଣପାତ କଲନାହିଁ।
ସହେିଦିନ ରାତ୍ରି ରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ପିତାଙ୍କର ଏକ ଷଣ୍ତ, ଯାହାକକ୍ସ୍ଟ ସାତବର୍ଷ ହାଇେଛି ତାକକ୍ସ୍ଟ ନିଅ। ତକ୍ସ୍ଟମ୍ଭ ପିତାଙ୍କର ବାଲ୍ ଦବେତା ନିମନ୍ତେ ଥିବା ୟଜ୍ଞବଦେୀ ଭାଙ୍ଗି ପକାଅ। ସହେି ବଦେୀ ନିକଟରେ ଥିବା ଆଶରୋର ମୃର୍ତ୍ତିକକ୍ସ୍ଟ କାଟି ପକାଅ।
ସମାନେେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳଯ କଲେ। ସଗେୁଡିକ ଆଜିୟାଏ ବ୍ଯବହାର ହେଉଛି।
ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରି ଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶରୋ ମୂର୍ତ୍ତୀ ଗୁଡିକୁ କାଟି ପକାଇଲେ। ପୁଣି ମାଶାେ ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ଯ ରେ ଇଶ୍ରାୟେଲ ସନ୍ତାନଗଣ ସହେି ସମୟ ପର୍ୟ୍ଯନ୍ତ ଧୂପ ଜଳାଉଥିଲେ। ଏହାର ନାମ ନହୁଷ୍ଟର୍ନ ରଖିଲେ।
ଆଉ ମଧ୍ଯ ସେ ସମସ୍ତ ସ୍ତୃତିସ୍ତମ୍ଭ ଓ ଆଶରୋ ମୂର୍ତ୍ତୀ ଭାଙ୍ଗି ପକାଇଲେ ଓ ସହେି ସ୍ଥାନଗୁଡିକ ମନୁଷ୍ଯର ଅସ୍ଥି ରେ ପୂର୍ଣ୍ଣ କଲେ।
ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।
ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।