ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।
Cross references
ତୁମ୍ଭମାନେେ ଏହିସବୁ ମଧ୍ଯରୁ କୌଣସି କ୍ରିଯା ଦ୍ବାରା ନିଜକୁ ଅଶୁଚି କରନାହିଁ। କାରଣ ଆମ୍ଭେ ଯେଉଁ ଦେଶୀଯ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସମାନେେ ଏହିସବୁ କ୍ରୀଯା ଦ୍ବାରା ଅଶୁଚି ହାଇେଅଛନ୍ତି।
ସଠାେରେ ବହୁସଂଖ୍ୟକ ଶକ୍ତିଶାଳୀ ସମ୍ସୁମ୍ମୀୟମାନେ ବାସ କରୁଥିଲେ। ସମାନେେ ବହକ୍ସ୍ଟତ ଡେଙ୍ଗା ଓ ଅନାକୀଯମାନଙ୍କ ପରି ଦୀର୍ଘକାଯ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅେମ୍ମାନୀୟ ଲୋକମାନଙ୍କୁ ସଦାଯ ହେଲେ ସମ୍ସକ୍ସ୍ଟମ୍ମୀଯମାନଙ୍କୁ ବିନାଶ କରିବା ପାଇଁ। ଅେମ୍ମାନୀୟ ଲୋକମାନେ ସମ୍ସକ୍ସ୍ଟମ୍ମୀଯ ଲୋକମାନଙ୍କୁ ଅଧିକାର ଚକ୍ସ୍ଟ୍ଯତ କରି ସହେିଠା ରେ ବାସ କଲେ। ଏବଂ ସହେିଠା ରେ ଏବେ ମଧ୍ଯ ବାସ କରୁଛନ୍ତି।
ଏହାପରେ ଆମ୍ଭେ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ପୂର୍ବପାଶର୍ବ ରେ ବାସ କରୁଥିବା ଇମାରେୀୟମାନଙ୍କର ଦେଶକକ୍ସ୍ଟ ଆଣିଲକ୍ସ୍ଟ। ଏହାପରେ ସମାନେେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତେଣୁ ଆମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ଏହିପରି ତୁମ୍ଭେ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ। ଏବଂ ସମାନଙ୍କେୁ ବିନାଶ କଲ।
ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।
ସଦାପ୍ରଭୁଙ୍କ ଦୃଷ୍ଟି ରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ୟାରବିଯାମଙ୍କ ପରି ପାପ କଲେ, ୟିଏ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
ଜାତିମାନଙ୍କ ଦ୍ବାରା କରିଥିବା କାର୍ୟ୍ଯଗୁଡିକ ସମାନେେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ଯାଗ କରିବାକୁ ବାଧ୍ଯ ହେଲେ, ଯେତବେେଳେ ଇଶ୍ରାୟେଲ ଲୋକମାନେ ଆସିଲେ।
ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।
ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'
କିନ୍ତୁ ମନଃଶି ଯେଉଁ ସବୁ ବିରକ୍ତିଜନକ କ୍ରିଯାଦ୍ବାରା ସଦାପ୍ରଭୁଙ୍କୁ କୋର୍ଧାନ୍ବିତ କରିଥିଲେ, ସେଥି ସକାେଶ ଯିହୁଦା ପ୍ରତିକୂଳ ରେ ତାଙ୍କର ଯେଉଁ କ୍ ରଧେ ପ୍ରଜ୍ଜଳିତ ହାଇେଥିଲା, ସଦାପ୍ରଭୁ ସହେି ପ୍ରଚଣ୍ତ ମହା କୋପରୁ ବିରତ ହେଲେ ନାହିଁ।
ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦା ରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହି ରୂପେ ସଦାପ୍ରଭୁ ସମାନଙ୍କେୁ ତାଙ୍କ ଦୃଷ୍ଟିରୁ ଦୂ ରଇେ ଦେଲେ।
ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ବସ୍ତ ଥିଲେ।
ଯେଉଁ ବିଷଯଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସହେିସବୁ କାର୍ୟ୍ଯ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦଇେଥିଲେ, ମନଃଶି ସହେି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ।
ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।
ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭମାନେେ ମାେ ଆଜ୍ଞାନୁସା ରେ ବ୍ଯବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।
ତୁମ୍ଭେ ପ୍ରକୃତ ରେ ତୁମ୍ଭ ମାତାର କନ୍ଯା। ସେ ଆପଣା ସ୍ବାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସମାନେେ ସମାନଙ୍କେର ସ୍ବାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବ ରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀଯା ଓ ତୁମ୍ଭ ପିତା ଜଣେ ଇ ମାରେୀଯ ଥିଲେ।
କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।