ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।
Cross references
ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।
ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କୋର୍ଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳା ରେ ନିକ୍ଷପେ କଲେ। ସହେି ସମୟରେ ଆସା ଆଉ କେତଜେଣ ବ୍ଯକ୍ତିଙ୍କ ପ୍ରତି ମଧ୍ଯ ନିଷ୍ଠୁର ଥିଲେ।
ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।
କିନ୍ତୁ ଆଉ ବୈଥଲେ ରେ ପ୍ରଗ୍ଭର କରନାହିଁ। ଏହା ୟାରବିଯାମ୍ଙ୍କ ପବିତ୍ର ସ୍ଥାନ। ଏହା ଇଶ୍ରାୟେଲର ମନ୍ଦିର।