ତେଣୁ ସଦାପ୍ରଭୁ ସମାନଙ୍କେୁ ଅନ୍ୟ ଏକ ପଥରେ ଆଗଇେ ନେଲେ। ସେ ସମାନଙ୍କେୁ ସୂପ ସମୁଦ୍ର ପ୍ରାନ୍ତର ମଧ୍ଯ ଦଇେ ଆଣିଲେ। ସମାନେେ ମିଶର ଛାଡିବା ସମୟରେ ଇଶ୍ରାୟେଲୀୟମାନେ ୟୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।
Cross references
ଆଉ ଯୋଷଫେ ଇଶ୍ରାୟେଲଙ୍କର ବଂଶଧରମାନଙ୍କୁ ତାଙ୍କଠା ରେ ପ୍ରତିଜ୍ଞା କରାଇଲେ। ସେ କହିଲେ, ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନବେେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗଇେ ନବେେ। ସହେି ସମୟରେ ମାରେ ଅସ୍ଥି ତୁମ୍ଭମାନେେ ନଇୟିବେ।
ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
ଇଶ୍ରାୟେଲର ଲୋକମାନଙ୍କୁ କୁହ, ସମାନେେ ପୀହହୀରୋତକୁ ଫରେି ୟାଆନ୍ତୁ ଏବଂ ସାମନା ରେ ଛାଉଣୀ ପକାନ୍ତୁ। ସମାନଙ୍କେୁ କୁହ, ସମାନେେ ମିଗ୍ଦୋଲ ଓ ସମୁଦ୍ର ମଧିଅରେ ଏବଂ ବାଲ୍ସଫୋନ୍ ଆଗ ରେ ଛାଉଣୀ ସ୍ଥାପନ କରନ୍ତୁ।
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ବ, ରଥ, ତାଙ୍କର ରଥା ରୋହୀ ଏବଂ ତାଙ୍କର ସୈନ୍ଯ ସମାନଙ୍କେୁ ଗୋଡ଼ାଇଲେ ଆବଂ ସମୁଦ୍ର ପାଖ ରେ ବାଲ-ସଫୋନ ଆଡକୁ ମୁଖ କରିଥିବା ପୀହହୀରୋତ ଛାଉଣୀ ନିକଟରେ ଭଟେିଲେ।
ପୁଣି ସମାନେେ ସୁକ୍କୋତରୁ ୟାତ୍ରା କରି ମରୁଭୂମିର ସୀମା ରେ ଏଥମ ରେ ଛାଉଣୀ ସ୍ଥାପନ କଲେ।
ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।
ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ୟର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦଇେଛନ୍ତି। ସମାନେେ ସଠାେରେ ସମାନଙ୍କେର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ର ରେ ସକ୍ସ୍ଟସଜ୍ଜିତ ହାଇେ ୟର୍ଦ୍ଦନ ନଦୀ ପାର ହବୋ ଉଚିତ୍। ତୁମ୍ଭେ ସମାନଙ୍କେୁ ସମାନଙ୍କେ ଭୂମି ଫରୋଇବା ପାଇଁ କରୁଥିବା ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ଉଚିତ୍।
ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ପରମେଶ୍ବର ସମାନଙ୍କେୁ ବସତି ନଗରକୁ ଆଗଇେ ନଲେେ, ଯେଉଁଠାରେ ସମାନେେ ବାସ କରିପାରିବେ।