Home Bibles ଯାତ୍ରା ପୁସ୍ତକ 13:19 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 13:19 · ଓଡ଼ିଆ ବାଇବେଲ

ମାଶାେ ଯୋଷଫଙ୍କେର ଅସ୍ତି ସାଙ୍ଗ ରେ ନଇେ ଆସିଲେ। ଯୋଷଫଙ୍କେ ମୃତ୍ଯୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷଫେ କହିଥିଲେ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନରେଖ ତୁମ୍ଭମାନେେ ମାରେ ଅସ୍ତି ତୁମ୍ଭମାନଙ୍କ ସହିତ ମିଶରରୁ ନଇୟିବେ।

Cross references

ଆଦି ପୁସ୍ତକ 48:21

ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ମାରେ ମୃତ୍ଯୁ ସମୟ ପ୍ରାଯ ସନ୍ନିକଟ। ପରମେଶ୍ବର ତୁମ୍ଭକୁ ସଦଯ ହୁଅନ୍ତୁ। ସେ ତୁମ୍ଭକୁ ପୁନ୍ନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନଇେ ଯିବେ।

ଆଦି ପୁସ୍ତକ 50:24

ଏହାପରେ ଯୋଷଫେ ତାଙ୍କର ସମ୍ପର୍କୀଯମାନଙ୍କୁ କହିଲେ, ମୁଁ ମରୁଅଛି ମାତ୍ର ପରମେଶ୍ବର ଅବଶ୍ଯ ତୁମ୍ଭମାନଙ୍କର ଯତ୍ନ ନବେେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନବେେ ଏବଂ ଯେଉଁ ଦେଶ ଦବୋ ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି ଅଛନ୍ତି, ସଠାେକୁ ତୁମ୍ଭମାନଙ୍କୁ ଆଗଇେ ନବେେ।

ଆଦି ପୁସ୍ତକ 50:25

ଆଉ ଯୋଷଫେ ଇଶ୍ରାୟେଲଙ୍କର ବଂଶଧରମାନଙ୍କୁ ତାଙ୍କଠା ରେ ପ୍ରତିଜ୍ଞା କରାଇଲେ। ସେ କହିଲେ, ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନବେେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗଇେ ନବେେ। ସହେି ସମୟରେ ମାରେ ଅସ୍ଥି ତୁମ୍ଭମାନେେ ନଇୟିବେ।

ଯାତ୍ରା ପୁସ୍ତକ 4:31

ଲୋକମାନେ ମଧ୍ଯ ବିଶ୍ବାସ କଲେ ଯେ ପରମେଶ୍ବର ମାଶାଙ୍କେୁ ପଠାଇଛନ୍ତି। ଯେତବେେଳେ ଇଶ୍ରାୟେଲୀୟମାନେ ଶୁଣିଲେ ଯେ, ପରମେଶ୍ବର ସମାନଙ୍କେର ଅସୁବିଧା ଦେଖିଛନ୍ତି ଏବଂ ସମାନଙ୍କେ ପାଇଁ ଦୁଃଖ କଲେ। ସମାନେେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

ଯିହୋଶୂୟ 24:32

ଯେତବେେଳେ ଇଶ୍ରାୟେଲବାସୀମାନେ ମିଶରକକ୍ସ୍ଟ ପରିତ୍ଯାଗ କଲେ। ସେତବେେଳେ ଯୋଷଫଙ୍କେ ଏହି ଅସ୍ଥିସବୁ ତାଙ୍କ ସହିତ ନଇେ ଆସିଥିଲେ। ତେଣୁ ଲୋକମାନେ ଯୋଷଫଙ୍କେର ଏହିସବୁ ଅସ୍ଥିକକ୍ସ୍ଟ ଶିଖିମଠା ରେ କବର ଦେଲେ। ସମାନେେ ତାଙ୍କର ଏହିସବୁ ଅସ୍ଥିକକ୍ସ୍ଟ ସହେି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହା ମାରେସନ୍ତାନମାନଙ୍କଠାରକ୍ସ୍ଟ କ୍ରଯ କରିଥିଲେ। ୟାକକ୍ସ୍ଟବ ସହେି ଭୂମିକକ୍ସ୍ଟ ଏକଶହ ରୈପ୍ଯ ମକ୍ସ୍ଟଦ୍ରା ରେ ତାହାକକ୍ସ୍ଟ କ୍ରଯ କରିଥିଲେ। ଏହି ଭୂମି ଯୋଷଫଙ୍କେର ସନ୍ତାନମାନଙ୍କର ଅଧିକାର ରେ ରହିଲା।

ଲୂକଲିଖିତ ସୁସମାଚାର 1:58

ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ ପ୍ରଭୁ ତାହାଙ୍କ ଉପରେ ଅଶଷେ ଦୟା କରିଛନ୍ତି। ସମାନେେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।

ଲୂକଲିଖିତ ସୁସମାଚାର 7:16

ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:16

ସମାନଙ୍କେୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରାହାମ ହ ମାରେର ପୁତ୍ରମାନଙ୍କୁ ପାଖରୁ କିଛି ରୂପା ଟଙ୍କା ଦଇେ କିଣିଥିଲେ।

Interlinear

Choose Theme